To this day I'm just giving
grief to everyone,again & again..
But literally couldn't make anyone happy...
ସେ କିଛି ନକହିବି ବହୁତ କିଛି କହିଦେଇ ଚାଲିଗଲା
ଅଭିଶାପ ନଦେଇବି ଜୀବନକୁ ଅଭିଶପ୍ତ କରିଦେଲା !
ବଡ଼ ଲୋକଙ୍କୁ ଉତ୍ତର ନାହିଁ
ଉତ୍ତର ଦେଲେ କହିବେ ସଂସ୍କାର ନାହିଁ,
ସତ କହିଲେ ରାଗିବେ
ମିଛ କହିଲେ ହସିବେ !
ଦୁଃଖ ଗୋଟେ ସୁନାମୁକୁଟ ସୁଖର ଶିରେ,
ଉବୁଡୁବୁ ଆଶା-ନିରାଶା ଏ ମହାରଙ୍ଗମଞ୍ଚେ !