Rashmiranjan Mishra
Literary Captain
4
Posts
5
Followers
0
Following

I'm Rashmiranjan and I love to read StoryMirror contents.

Share with friends
Earned badges
See all

ଶିଶୁ ଟି ପରି ପଡିଯିବା ପୁଣି ଥରେ ଉଠି ଚାଲିବା ଆଉଥରେ ପଡିଯିବା, ତା ପରେବି ପୁଣି ଥରେ ଉଠି ଚାଲିବା ର ଯୋଉ ଇଛା ଆଉ ତାକୁ ପୂରଣ କରିବାର ଯୋଉ ଚେଷ୍ଟା ହିଁ ଆମ ସଫଳତାର ଏକ ମାତ୍ର ମୂଳ ମନ୍ତ୍ର ହେବା ଦରକାର l ରଶ୍ମି ରଂଜନ ମିଶ୍ର.....

ଜୀବନରେ ଭୁଲ ତ ସମସ୍ତେ କରନ୍ତି କିନ୍ତୁ ସମସ୍ତେ ଭୁଲ ମାନି ପାରନ୍ତିନି l ଆଉ ଜିଏ ମାନିବାର ସାହସ ରଖନ୍ତି ତାଙ୍କର କିଛିବି ଭୁଲ ନଥାଏ l ରଶ୍ମି ରଞ୍ଜନ ମିଶ୍ର...

କିଛି ଲୋକ ନିଜର ବୋଲି ଯେବେ ଆମକୁ ଲାଗେ ସେତେବେଳେ ଆମେ ନିଶ୍ଚୟ ଖୁସିରେ ଥାଉ l କାରଣ ଦୁଃଖରେ ତ କେବଳ କିଛି ଛଦ୍ମ ରୁପି ଥାନ୍ତି l


Feed

Library

Write

Notification
Profile