Supriya Samal
Literary Captain
33
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

None

കൂട്ടുകാരുമായി പങ്കുവെക്കുക

siya ko to pata tha or hrudaygam bhi tha ki unke maha purus Ram chandra unko lene ke liye jarrrur ayenge........ me bhi meri Ram ki intezar mai hun par mujhe pata nehi meri Ram mujhe lene ke liye ayenge ya phir nehi...

ସର୍ବଦା ଅନ୍ୟ କୁ ସୁଧାରିବାକୁ ନ କହି ନିଜେ ନିଜକୁ ଉତ୍ତମ ରୂପେ ଗଢି ତୋଳ | ଆମ ପିତାମାତା ପୁଣ୍ୟଫଳ ଆମେ ଭୋଗ କରୁଛେ, ଆମ ପୁଣ୍ୟ ପାପ ଭାଗ ଆମ ଆଗାମୀ ପିଢ଼ି ପାଇଁ ପ୍ରେରଣା ହେଇ ପରେ ଅଥବା ନର୍କ ପୀଡା | କର୍ମ ନିଜ ଉପରେ ନିର୍ଭର କରେ |

ଜୀବନ "ମୃତ୍ୟୁ କେବେ ଆସି ଥାଏ ଜଣା ନ ଥାଏ, ନିଜ କର୍ମ ଆଉ ପ୍ରକୃତି ଦ୍ୱାରା ମଣିଷ ସାରା ଜୀବନ ମନେ ରହି ଥାଏ "

ଏକତା "ମନୁଷ୍ୟ ଜୀବନରେ ଏକତା, ଅମ୍ଳଜାନ ଭଳି ଆବଶ୍ୟକ, ଯାହା କେବଳ ପରିବାର ଆଉ ବନ୍ଧୁତା ସଠିକ ଭାବରେ ଦେଇ ଥାନ୍ତି "

ଭ୍ରମଣ "ଏକ ସଂଜୀବନୀ ଔଷଧ ସହ ସମାନ, ଯାହା ସଭିଙ୍କ ପାଇଁ ଆବଶ୍ୟକ "

ପ୍ରଯୁକ୍ତି ବିଦ୍ୟା ସଠିକ ଭାବରେ ପ୍ରୟୋଗ ନ କଲେ, ପ୍ରଯୁକ୍ତି ବିଦ୍ୟା ର କୌଣସି ମୂଲ୍ୟ ନାହିଁ "

ଋତୁ "ଷଡ଼ ଋତୁ ର ଓଢଣୀ ଧରଣୀ ପିନ୍ଧିକି ସତେ!! ନବ ବଧୂ ପରି ହସୁଚି ମନକୁ ମହୁଛି କେତେ "

ଯାତ୍ରା "ରଙ୍ଗମଞ୍ଚ ରେ କେବଳ ଯାତ୍ରା ହୁଏନି, ସ୍ଵର୍ଗରେ ଥିବା ମହେଶ୍ୱର ଯାତ୍ରା ର ଲେଖକ, ଆମେ ସମସ୍ତେ ମର୍ତ୍ତ୍ୟର ରଙ୍ଗ ମଞ୍ଚର ଜଣେ ଜଣେ ଯାତ୍ରା କଳାକାର, ଯିଏ ଭଲ ଅଭିନୟ କରେ ତାକୁ ମହେଶ୍ୱର ଶୀଘ୍ର ତାଙ୍କ ପାଖକୁ ନେଇ ଯାନ୍ତି "

ଦୟା "ଦୟା ଗୁଣ ବିନା ମଣିଷ ମଣିଷ ବୋଲି ବିବେଚନା ହେଇ ନ ଥାଏ ପଶୁ ସହ ସମାନ ହେଇ ଥାଏ ସେ "


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ