Gurudas Goutam Swain
Literary Lieutenant
30
Posts
0
Followers
3
Following

ମୁଁ ଏକ ଗନ୍ଧର୍ବ, କେବଳ ପାରିଜାତ ମୋର ଲୋଡ଼ା l

Share with friends
Earned badges
See all

ସକାଳ ର ଏକ ଉଦିତ ମୁହୂର୍ତ କୁ.... ମୁଁ ଯେବେ କଫି କପ ରେ ସାରିବା କୁ ଚେଷ୍ଟା କରେ..... ଅତୀତ ବେଳେ ବେଳେ ଶ୍ୱାସରୁଦ୍ଧ କୁ... ନିଶ୍ୱାସ ଆଉ ବିଶ୍ୱାସ ଉଭୟ କୁ ମାରିବା କୁ ବାଧ୍ୟ କରେ...

ଶିଳ୍ପୀ ତୁମେ.... ଆଭା ର ମୂର୍ତ୍ତିକାର.... ଶିଳ୍ପୀ ତୁମେ.... ପ୍ରେମ ର ଆବିଷ୍କାର... ଶିଳ୍ପୀ ତୁମେ.... କଳା ର ଚମତ୍କାର... ହେ ଶିଳ୍ପୀ ତୁମେ.... ପ୍ରୀତି ର ନମସ୍କାର....

ଆଖି.... ଉପଭୋଗ ର ମୂଖଶାଳା... ଆଖି..... ଯାଯାବର ର ପାନ୍ଥଶାଳା... ଆଖି..... ପଲ୍ଲବୀ ର ପାଠଶାଳା... ଆଖି.... ଆମ୍ରପଲ୍ଲୀ ର ମଧୁଶାଳା....

ପ୍ରେମ ର ଫଲଗୁ ଯେତେବେଳେ ମୋ ଗଳି ବାଟେ ଚାଲିଯାଏ, ହାତ ଠାରି ମୋତେ ପୁଣି ତା ସହ ନେଇଯାଏ...... ନେଇ ନେଇ କା ଯେବେ ଅଧାବାଟ ଚାଲିଯାଏ, ପୁଣି ତୁ ମୋ ସହ ଚାଲୁ, ହାତଧରୁ, ପ୍ରେମ କରୁ, ନିନ୍ଦା ଦଉ, ଅପାମାନ କରୁ... ପୁଣି ଥରେ ତୋ ପରୀକ୍ଷା ରେ ମୁଁ ଆଜୀବନ ହାରିଯାଏ l (ଗୁରୁଦାସ )

ତୁ ମୋ ଅଧା ଭିଜା ସ୍ବପ୍ନ, ତୁ ମୋ ଅଧା ଲେଖା କବିତା..... ତୁ ମୋ ପ୍ରେମ ର ଅଦ୍ୟପି ଏକ ମାତ୍ର ନାୟିକା, ସଞ୍ଜ ବତିରେ ଅଧା ମୁଁହ ଦିଶୁଥିବା ସେହି ଅଧାଜଳା ସଳିତା........(ଗୁରୁଦାସ )

ପ୍ରଥମ ଥର ର ମନ ର ଦହନେ ବହେ ସତେ କିବା ମଳୟପବନ..... ସେ ମଳୟ ପବନେ କାଷ୍ଠ ବି ହୁଅଇ ଚନ୍ଦନ..... ପ୍ରଥମ ଥର ର ହାତ ଟି ଅଟେ ସତେ କି ରକ୍ତଚନ୍ଦନ.... ପ୍ରଥମ ସବୁଠି ପ୍ରଥମ ହୁଅଇ ,ପ୍ରଥମାନ୍ତେ ଆଉ ସବୁ ମୁନୀ ବାତ୍ସାୟନ l (ଗୁରୁଦାସ )

ପ୍ରଥମ ଥର ର ମନ ର ଦହନେ ବହେ ସତେ କିବା ମଳୟପବନ..... ସେ ମଳୟ ପବନେ କାଷ୍ଠ ବି ହୁଅଇ ଚନ୍ଦନ..... ପ୍ରଥମ ଥର ର ହାତ ଟି ଅଟେ ସତେ କି ରକ୍ତଚନ୍ଦନ.... ପ୍ରଥମ ସବୁଠି ପ୍ରଥମ ହୁଅଇ ,ପ୍ରଥମାନ୍ତେ ଆଉ ସବୁ ମୁନୀ ବାତ୍ସାୟନ l

ପାଦ ଦୁଇ ତୋର ଯେବେ ମୋ ହୃଦୟ ଅଗଣା ରେ ପଡିଥିଲା..... ମେଘ,ସୌଦାମିନୀ ସେବେ ଆକାଶ ରେ ରଙ୍ଗତୋଳି ଥିଲା l ଆଖି ଦୁଇ ତୋର ଯେବେ ମୋ ଆଖି ସହ ମିଶିଥିଲା..... ସାତ ମେଘର ମଲ୍ହାର ବି ମୋତେ ଇନ୍ଦ୍ରଧନୁ ପରି ଦିଶୁଥିଲା ll (ଗୁରୁଦାସ )

ପାଦ ଦୁଇ ତୋର ଯେବେ ମୋ ହୃଦୟ ଅଗଣା ରେ ପଡିଥିଲା..... ମେଘ,ସୌଦାମିନୀ ସେବେ ଆକାଶ ରେ ରଙ୍ଗତୋଳି ଥିଲା l ଆଖି ଦୁଇ ତୋର ଯେବେ ମୋ ଆଖି ସହ ମିଶିଥିଲା..... ସାତ ମେଘର ମଲ୍ହାର ବି ମୋତେ ଇନ୍ଦ୍ରଧନୁ ପରି ଦିଶୁଥିଲା ll (ଗୁରୁଦାସ )


Feed

Library

Write

Notification
Profile