pradeep jilikara
Literary Captain
16
Posts
0
Followers
0
Following

I'm pradeep and I love to read StoryMirror contents.

Share with friends
Earned badges
See all

ମନର କାମନା ହୋଇଯାଉ ନାଶ ଜୀବନେ ନରହୁ କ୍ଲେଶ କାମନା ରହିଲେ ଦୁଃଖ ଆସୁଥିବ ତହିଁରେ ମୋର ବିନାଶ

ଜୀବନରେ କର୍ମ ଓ ଚରିତ୍ର ର ସଂଶୋଧନ ରେ ବିରତି ନ ହୋଇ ଅବ୍ଯାହତ ରହିବା ଉଚିତ୍।

ଜୀବନରେ କୌଣସି କାର୍ଯ୍ୟ ସାଧନ କରିବା ପାଇଁ ପରିବେଶ ନୁହେଁ, ବରଂ ତୀତିକ୍ଷା, ତ୍ଯାଗ ଓ ନିଷ୍ଠାପର ବଳର ଆବଶ୍ଯକ ହେଇଥାଏ।


Feed

Library

Write

Notification
Profile