R D

5
Posts
0
Followers
0
Following

I'm R and I love to read StoryMirror contents.

Share with friends

ସଂପର୍କ ଯେତେ ଦୃଢ଼ ହେଲେ ମଧ୍ୟ... ସନ୍ଦେହ ନାମକ ଶବ୍ଦ ରେ ଭାଙ୍ଗି ତାହା ଧ୍ବଂସ ହୋଇଯାଏ...

ଯଦି ମୋ ଜୀବନରେ ଆଉ କେହି ଅଛି... ତାହେଲେ ମୁଁ ତମ ପାଇଁ କାହିଁକି କାନ୍ଦି ଥାନ୍ତି..

ମଣିଷ ସେଇ ଜିନିଷ ର ମୂଲ୍ୟ କେବେ ବୁଝେନି.. ଯାହାକି ତାକୁ ଅତି ସହଜରେ ମିଲିଯାଇଥାଏ...😔

ତମ ଭଲ ପାଇବାର ରଙ୍ଗରେ ନିଜକୁ ଏମିତି ହଜେଇବାକୁ ଚାହୁଁଛି ... ଯେମିତି ଫୁଲ ତା ମହକରେ ଭ୍ରମର କୁ ପାଗଳ କରିଚାଲିଛି...

ଆମ ଭଲ ପାଇବାର ପ୍ରତିଟି ମୁହୂର୍ତ୍ତକୁ ରଖିଛି ସାଇତି..❤️ ଆଉ ଚାହିଁ ରହିଛି..👸 କେବେ ତମେ ଆସିବ ମୋର ସେ ସ୍ୱପ୍ନର ରାଜକୁମାର ସାଜି...🤴


Feed

Library

Write

Notification
Profile