Padmalaya Padhy
Literary Brigadier
AUTHOR OF THE YEAR 2021 - NOMINEE

119
पोस्ट
1
फोल्लोवेर्स
0
फॉलोविंग

ମୋ ଲେଖା, ସେଥିରେ ଥିବା ଚରିତ୍ର ମାନେ ଏବଂ ମୋର ଅଗଣିତ ପାଠକ ପାଠିକା ମୋର ଏକାକୀତ୍ୱ କୁ ଶତ ପ୍ରତିଶତ ଦୂର କରିବାରେ ସହାୟକ ହେଉଥିବାରୁ ଆନ୍ତରିକ ଧନ୍ୟବାଦ ଜଣାଉଛି l ❤

दोस्तों से साझा करें
Earned badges
See all

ତୁମକୁ କେବଳ ଭୟ କରିହେବ କିନ୍ତୁ ଭଲ ପାଇ ହେବନାହିଁ l ଯିଏ ସେଭଳି ଭୂଲ କରିବ ଅଥଳ ଅଶ୍ରୁ ର ଠିକଣା ବିହୀନ ବନ୍ୟାରେ ସେ ନିଜର ଅସ୍ତିତ୍ତ୍ୱ ହରାଇ ବସିବ l

ତୁମକୁ କେବଳ ଡରି ହେବ ସିନା ଭଲ ପାଇ ହେବ ନାହିଁ l ଯିଏ ସେ ଭୂଲ କରିବ ତାର ଅସ୍ତିତ୍ତ୍ୱ ଲୋପ ପାଇଯିବ ଦିଗହୀନ ଅଶ୍ରୁ ର ବନ୍ୟାରେ l

ତୁମକୁ କେବଳ ଡରି ହେବ କିନ୍ତୁ ଭଲ ପାଇ ହେବନାହିଁ l ଯିଏ ସେଇ ଭୁଲ କରିବ ସେ ଭାସିଯିବ ଲୁହ ର ବନ୍ୟାରେ.....


फीड

लाइब्रेरी

लिखें

सूचना
प्रोफाइल