sudhakar sethi
Literary Colonel
114
પોસ્ટ
13
અનુસરતા
17
ફોલોઈંગ

Human Right Activists and National sports man, loves to write poem and short story.

મિત્રો સાથે શેર કરો

ଏ ଦୁନିଆ ଏକ ପାଠଶାଳା ଶିକ୍ଷାର ନାହିଁ ଉଣା ଯିଏ ଯେମିତି କଲା ଆହରଣ ଜଗତେ ଉଡଇ ବାନା ।

ଏ ଦୁନିଆ ମୋ ପାଇଁ ପାଠଶାଳା ଶିଖୁଛି ସଭିଙ୍କଠାରୁ କିଛି । ମୋ ପାଇଁ ସଭିଏଁ ନମସ୍ୟ ପବିତ୍ର ଗୁରୁଦିବସେ କରେ ପ୍ରଣତି ।।

କାଳିକୁମର ମା' କରିବୁ କରୁଣା ରାଖିବାନ୍ଧିଲି ତୋ ହାତେ ବିପଦେ ଆପଦେ ହେବୁଲ ସାହା ଏତିକି ମାଗୁଣି ତତେ।

ଜୀବନ ଯେବେ ବଦଳାଏ ମୋଡ ପ୍ରତିଫଳନ ଯାଏ ଦିଶି ତୋ ବନ୍ଧୁତ୍ବର ମଧୁରତା ଆଗେ ପୁଣିଥରେ ସେ ଉଠେ ହସି। । 😍ସୁଧାକର ସେଠୀ

ମୁଁ ସ୍ବାଧୀନ ମୋ ଦେଶ ସ୍ବାଧୀନ ଉଡେ ଫରଫର ନେତ ତ୍ରୀରଙ୍ଗା ତଳେ ଗର୍ବେ କହୁଛି ମୋ ଦେଶ ମୋ ପାଇଁ ଶ୍ରେଷ୍ଠ

କେମିତି କହିବି ମୁଁ ସ୍ବାଧୀନ ହୃଦୟତ ପଡ଼ିଛି ବନ୍ଧା ସେ ବନ୍ଧନ ମନେ ଭରେ ଖୁସି ଜୀବନେ ଦେଇଛି ମଜା । 😍ସୁଧାକର ସେଠୀ

କେମିତି କହିବି ମୁଁ ସ୍ବାଧୀନ ହୃଦୟତ ପଡ଼ିଛି ବନ୍ଧା ସେ ବନ୍ଧନ ମନେ ଭରେ ଖୁସି ଜୀବନେ ଦେଇଛି ମଜା । 😍ସୁଧାକର ସେଠୀ

ଏ ନବ ରୂପ ନବ ରଙ୍ଗ ଦିନେତ ପଡିବ ଫିକା କେତେ ଦିନ ଆଉ ରହିବ ସେ ଚକମକ ଆଲୁଅ ନିଶା । 😆ସୁଧାକର ସେଠୀ

ସ୍ବାର୍ଥରେ ବନ୍ଧା ମନ ଖାଲି ଦହଗଞ୍ଜ ସିନା କଣ ଆଣିଛୁ କଣ ବା ନେବୁ ମିଛରେ ଏତେ ବାହାନା 😂ସୁଧାକର ସେଠୀ


ફીડ

લાઈબ્રેરી

લાખો

સૂચના
પ્રોફાઈલ