If you will go away from hard work then success will go away from you !
Productivity depends on the love you have towards your work...
The success that comes after years of dedication, sacrifice, consistency and pain is just beyond of our imagination!
କୃପାର ସାଗର ଅଟଇ ଜନନୀ
ଛଳ କପଟ ତ ନାହିଁ,
ଭୁଲ୍ ଯେତେ ବି କରିଲେ ସନ୍ତାନ
ଅଭିମାନ କରେ ନାହିଁ ।।
*ଶୁଭ ଜନ୍ମାଷ୍ଟମୀ*
ସେ ନନ୍ଦ ଗଣ୍ଠିଧନ
ଯଶୋଦା ଜୀବନ,
ସେ ରାଧିକା ସପନ
ମୁରଲୀ ମୋହନ,
ସେ ଦେବକୀ ନନ୍ଦନ
ମଦନ ମୋହନ।।
କଞ୍ଚା ମାଟି ସମ ଛାତ୍ର ଜୀବନରେ
ଶିକ୍ଷକ ଅଟଇ କାରିଗର,
ମାଟିକୁ ଚକଟି ଆକୃତି ଦେଇ ସେ
ଗଢ଼େ ମଣିଷ ସମାଜର।।
Life is full of adventures...
Bad adventures gives us lessons and good adventures gives us memories!
ଗୋଟିଏ ଜୀବନକୁ ଭଗବାନ ସୃଷ୍ଟି କରିବାବେଳେ ଏଥିରେ ସର୍ବଦା କିଛି ବିଶେଷ ଜିନିଷ ଯୋଗ କରନ୍ତି। ଆମକୁ କେବଳ ସେହି ବିଶେଷ ଜିନିଷକୁ ଉଚିତ୍ ସମୟରେ ନିଜ ଭିତରୁ ଆବିଷ୍କାର କରିବାକୁ ହୁଏ। ଯାହା କି ଭବିଷ୍ୟତରେ ଆମର ପରିଚୟର କାରଣ ହୋଇଥାଏ।
chandrayaan convey a very simple message to everyone that “Great success always requires time !”