Rajat kumar Sahu

9
Posts
0
Followers
0
Following

I'm Rajat kumar and I love to read StoryMirror contents.

Share with friends
Earned badges
See all

ମୁଁ ବାଟୋଇ... ଅନେକ ଅସୁମାରୀ ସ୍ବପ୍ନ ମନରେ ସଜେଇ । ଚାଲି ଯାଏ ଆଗକୁ, ଆଞ୍ଜୁଲା ପାଣିରେ ଭୋକ ମୋର ମେଣ୍ଟାଇ । ମୁଁ ବାଟୋଇ...

ଜୀବନର ପ୍ରଥମ ଆଉ ଶେଷ ସ୍ବପ୍ନ..... ତୁମ ଓଠରୁ ଆରମ୍ଭ ଆଉ ତୁମ ଆଖିରେ ଶେଷ ।।

ଜୀବନ ଯାତ୍ରାରେ ଯାତ୍ରା କରୁ ଥିବା ଯାତ୍ରୀର ଶେଷ ଠିକଣା ମୃତ୍ୟୁ

ସବୁ ଅପେକ୍ଷାର ଫଳ ମିଠା ନୁହେଁ, ବେଳେ ବେଳେ ଅପେକ୍ଷା ଅପେକ୍ଷାରେ ହିଁ ରହିଯାଏ ।


Feed

Library

Write

Notification
Profile