None
Share with friends
ନିଜର ସକାଳ ପରମେଶ୍ବର ପରମାତ୍ମା ଙ୍କୁ ଧନ୍ୟବାଦ ଜଣାଇ ଆରମ୍ଭ କରିବା ଉଚିତ୍ କାରଣ ପ୍ରତ୍ୟେକ ଦିନ ଶହ ଶହ ଲୋକ ଇହଧାମ ତ୍ୟାଗ କରୁଥିବା ବେଳେ ଆମେ ତାଙ୍କ କୃପାରୁ ଏକ ନୂଆ ସକାଳ ଦେଖୁ।
ନାରୀର ଶକ୍ତି କୁ କେବେ ନଗଣ୍ୟ ଭାବିବା ର ଭୁଲ କରିବା ଅନୁଚିତ।ନାରୀ ଶକ୍ତି ର ପ୍ରତୀକ ମାଆ ଦୁର୍ଗା କୁ ପୂଜା କରୁଥିଲା ବ୍ୟକ୍ତି ଏତିକି ଭାବିବା ଉଚିତ ମାଆ ଦୁର୍ଗା ମଧ୍ୟ ଜଣେ ନାରୀ ଥିଲେ ଓ ସେ ଶକ୍ତିଶାଳୀ ମହିଷାସୁର ର ବଧ କରିଥିଲେ।