Retired SBI official.Write in Odia ,Sambalpuri-Koshali and English language. Published one Odia poetry collection entitled " PREMA PALASHA PHULARA "
ଜୀବନ ଏକ ଅହରହ ସଂଗ୍ରାମ। ଲଢି ଲଢି କେତେ ହାରିଲେ,କିଛି ଜିତିଲେ।ହାରିବା ଲୋକ ର ସ୍ମୃତି ଓ ଜିତିବାର ଉତ୍ସାହରେ ଆଗକୁ ବଢିବା ହି ମଣିଷ ପଣିଆ।ଚାଲନ୍ତୁ ମିଶି ହାତ ଧରାଧରି ହୋଇ ଚାଲିବା ।