Bismita Sahu
Literary Brigadier
AUTHOR OF THE YEAR 2020 - NOMINEE

68
Posts
213
Followers
1
Following

None

Share with friends
Earned badges
See all

ହେ ଈଶ୍ବର ଭରି ଦିଅ ମୋ ମନରେ ଫୁଲର ବାସନା ବିତରିବି ସୁଗନ୍ଧ ସଭିଙ୍କୁ ଏହାହିଁ ଏକମାତ୍ର କାମନା

ତୁମ ଆଖିର ନୀଳ ସାଗରରେ ବୁଡିବାକୁ ଦିଅ ମତେ ଥରେ ତୁମ ହୃଦୟର ଗଭୀରତା ଆକଳନ କରିନେବି ସହଜରେ

ପକ୍ଷୀରାଜ ଘୋଡ଼ାରେ ଚଢ଼ି ରାଜକୁମାରୀ ସହିତ ଭାବ ପୀରତି କଲାବେଳେ, କୋଉଠୁ ଆଇଲା ଏ ମଶା ଗାଉଁ କିନା ମୋ ନିଦକୁ ଭାଙ୍ଗିଦେଲା।

ଏ ଜୀବନର ନାଟକରେ ଆମେ ସଭିଏଁ ଗୋଟିଏ ଗୋଟିଏ ଜୋକର। ଯିଏ ଭିତରେ ଭିତରେ କାନ୍ଦୁଥାଏ କିନ୍ତୁ ବାହାରେ ହସିବାର ଛଳନା କରେ।

ହେଇଥାଉ ଆମେ ପେଟୁଆ କି ମୋଟୁଆ ବାହାହେବୁ ଆମେ ଝିଅ କଇଁ ଫୁଲିଆ


Feed

Library

Write

Notification
Profile