ମାଆ ତୁମେ ସୃଜନର କେନ୍ଦ୍ରବିନ୍ଦୁ ମମତାମୟୀ କରୁଣାବିନ୍ଦୁ ତୁମେ ବାତ୍ସଲ୍ୟର ଅମ୍ଲାନ ଶିଳାଲେଖ , ତୁମେ କାନ୍ତ କମନୀୟ ଶାନ୍ତ ନମନୀୟ ପ୍ରକୃତିରାଣୀର ପ୍ରତିରୂପ ,
A note of thank you may not be enough to express the gratitude towards a mother, but with a warming heart I can just say , Thanks for everything Mom ❤️💐❤️