Damayanti Kishan

231
Posts
7
Followers
1
Following

ଓଡିଆ ଭାଷା,ସାହିତ୍ୟ ଓ ପ୍ରକୃତିକୁ ଭଲପାଉଥିବା ଯୁବ ପ୍ରେମୀ।

Share with friends
Earned badges
See all

ଭାରତ କେବଳ ଆମ ଦେଶ ନୁହେ,ଆମ ହୃତପିଣ୍ଡ ସଦୃଶ ! @D.Kishan@

ମା' କୋଳରେ ଶୋଇବାର ଆନନ୍ଦଠୁ ଆଉ ଆନନ୍ଦ ଏ ସଂସାରେ କ'ଣ ଅଛି ? @D.Kishan@

କର୍ମ ଏମିତି କର କି ସମୟ ଦିନେ ତୁମକୁ ଅପେକ୍ଷା କରିବ ! @D.Kishan@

ଏ ସଂସାରେ କେବଳ ଜନ୍ମ ଓ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ ଆଉ ବାକି ସବୁ ମିଥ୍ୟା ! @D.Kishan@

ସମସ୍ତ ଡ଼୍ରାଇଭର ଗାଡ଼ି ଚଳେଇବା ସମୟରେ ନିୟମ ଓ ସଚେତନତା ଅବଲମ୍ବନ କରିବା ଉଚିତ୍ ଅନ୍ୟଥା ଦୁର୍ଘଟଣାର ସମ୍ଭାବନା ! @D.Kishan@

ଶରୀର ସହ ଯଦି ଆତ୍ମାର ସମ୍ବନ୍ଧ ଥା'ନ୍ତା ତେବେ ଶରୀର ବି ମୃତ୍ୟୁ ପରେ ଅମର ହେଇଯା'ନ୍ତା ଆତ୍ମା ପରି କିଛି କ୍ଷଣ ପାଇଁ ! @D.Kishan@

ଆଜିର ପ୍ରଗତିଶୀଳ ଯୁଗରେ ବିଜ୍ଞାନର ଭୂମିକା ତଥା ଅବଦାନ ଅବର୍ଣ୍ଣନୀୟ ! @D.Kishan@

ଚଳଚ୍ଚିତ୍ରରେ କିଛି ମଜାଳିଆ ଦୃଶ୍ୟ ନଥିଲେ ଚଳଚ୍ଚିତ୍ର ଦେଖିବାରେ ମଜ୍ଜା ନଥାଏ ! @D.Kishan@

ପିଲାବେଳେ ଛୁଟିଦିନରେ ସାଙ୍ଗମାନଙ୍କ ସହ ଖେଳିବୁଲି କେତେ ମଜ୍ଜା କରୁଥିଲେ, ସେଇ ସ୍ମୃତି କେବେ ଭୁଲି ହବନି ! @D.Kishan@


Feed

Library

Write

Notification
Profile