ଭାରତ କେବଳ ଆମ ଦେଶ ନୁହେ,ଆମ ହୃତପିଣ୍ଡ ସଦୃଶ !
@D.Kishan@
ମା' କୋଳରେ ଶୋଇବାର ଆନନ୍ଦଠୁ ଆଉ ଆନନ୍ଦ ଏ ସଂସାରେ କ'ଣ ଅଛି ?
@D.Kishan@
କର୍ମ ଏମିତି କର କି ସମୟ ଦିନେ ତୁମକୁ ଅପେକ୍ଷା କରିବ !
@D.Kishan@
ଏ ସଂସାରେ କେବଳ ଜନ୍ମ ଓ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ ଆଉ ବାକି ସବୁ ମିଥ୍ୟା !
@D.Kishan@
ସମସ୍ତ ଡ଼୍ରାଇଭର ଗାଡ଼ି ଚଳେଇବା ସମୟରେ ନିୟମ ଓ ସଚେତନତା ଅବଲମ୍ବନ କରିବା ଉଚିତ୍ ଅନ୍ୟଥା ଦୁର୍ଘଟଣାର ସମ୍ଭାବନା !
@D.Kishan@
ଶରୀର ସହ ଯଦି ଆତ୍ମାର ସମ୍ବନ୍ଧ ଥା'ନ୍ତା ତେବେ ଶରୀର ବି ମୃତ୍ୟୁ ପରେ ଅମର ହେଇଯା'ନ୍ତା ଆତ୍ମା ପରି କିଛି କ୍ଷଣ ପାଇଁ !
@D.Kishan@
ଆଜିର ପ୍ରଗତିଶୀଳ ଯୁଗରେ ବିଜ୍ଞାନର ଭୂମିକା ତଥା ଅବଦାନ ଅବର୍ଣ୍ଣନୀୟ !
@D.Kishan@
ଚଳଚ୍ଚିତ୍ରରେ କିଛି ମଜାଳିଆ ଦୃଶ୍ୟ ନଥିଲେ ଚଳଚ୍ଚିତ୍ର ଦେଖିବାରେ ମଜ୍ଜା ନଥାଏ !
@D.Kishan@
ପିଲାବେଳେ ଛୁଟିଦିନରେ ସାଙ୍ଗମାନଙ୍କ ସହ ଖେଳିବୁଲି କେତେ ମଜ୍ଜା କରୁଥିଲେ, ସେଇ ସ୍ମୃତି କେବେ ଭୁଲି ହବନି !
@D.Kishan@