@biswambar-behera-504

ବିଶ୍ବମ୍ବର ବେହେରା
Literary Lieutenant
18
Posts
0
Followers
0
Following

ସ୍ଵଳ୍ପକାଳର ମୁଁ ସାଥୀ। ଶାନ୍ତ ପରିବେଶ ମୋର ଘର। ପଦ୍ୟକୋଣାର୍କର ଏକ କ୍ଷୁଦ୍ରରୁ ଅତିକ୍ଷୁଦ୍ରତର ସେବକ। ବାପା ବୋଉ ଙ୍କ ଆଶୀର୍ବାଦ ମୋ ଲେଖନୀର କାଳୀ।

Share with friends

Marriage is a single word which brings two couple After that life starts with trouble..

     *ସତ କହୁଥିବା ମଣିଷ* *ବେଳେବେଳେ* *ଅନୁତପ୍ତ କରେ* *ମୁଁ ମିଛ କହି ଦେଉନି ତ* *ବନ୍ଧୁ* *ସତ ପଥ ହିଁ ମୁକ୍ତି ପଥ* *ଆଡକୁ ରାସ୍ତା ଦେଖାଏ* *କାରଣ* *ସତ ପଥ ରେ ତୁମେ ଏକା ଥିବ*    *🙏ଜୟ ଜଗନ୍ନାଥ 🙏*                 

Home is Dark without Mother But Life is Dark without a Father

ଯେଉଁଠାକୁ ଗମନ କରିଲେ ମନ ଗ୍ରନ୍ଥିର ମୋଚନ ବା ସମାଧାନ ହୁଏ - ତାହା ହିଁ ତୀର୍ଥ ଯେ ଭାବ ଓ କର୍ମ ମଣିଷକୁ କାରଣମୁଖୀ କରିଦିଏ - ତାହା ହିଁ ଆଧ୍ୟାତ୍ମିକତା।

ଜୀବନର ସଫଳତାର ସଙ୍ଗମ କେବଳ କଠିନ ପରିଶ୍ରମ କରିଥିବା ବ୍ୟକ୍ତି ହିଁ ବଖାଣି ପାରିବ

A successful story created with some saddest scene.

All the power is within you.You can do anything and everything believe in that.Dont believe that you are weak.Stand up and express the divinity within you.

Alone is the Best Medicine 💊 for surviving in Human Disease

ହୃଦୟର ଶୂନ୍ୟତା ମନର ନିରବତା ଏହି ଦୁଇ ଆଣିଦିଏ ଉତ୍କୁଣ୍ଠା,ଉଦ୍ଦୀପନା,ଏବଂ ସଫଳତା।


Feed

Library

Write

Notification
Profile