*ଆଜିର ମନ କଥା*
ଏଠି ପ୍ରତ୍ୟେକ ସଫଳ ଜୀବନରେ ବହୁତ କିଛି ସଂଘର୍ଷ ର କାହାଣୀ ରହିଥାଏ l କିନ୍ତୁ ଆମେ ତାଙ୍କ ସଂଘର୍ଷ ର କାହାଣୀକୁ ନ ଦେଖି ଦେଖିଥାଉ
ତାଙ୍କ ଦୁର୍ଗୁଣ l ଆଉ କରିଥାଉ ହିଂସା l ହିଂସା କେବେ କାହାରିକୁ କରନ୍ତୁନି ଭାଇ l ଆଗକୁ ବଢିଚାଲ l
✍️
ପ୍ରଭାସ କୁମାର ମହାପାତ୍ର
ମୟୁରଭଞ୍ଜ, ଓଡିଶା
ଆହାରେ ଭଲ ମନ୍ଦ ନାହିଁ ।
ଯେ ଠାରେ ଯେମିତି ମିଳଇ ।।