Monalisa Mallick
Literary Captain
13
Posts
1
Followers
1
Following

I'm Monalisa and I love to read StoryMirror contents.

Share with friends

ଆଞୁଳାଏ ସ୍ମୃତି କୁ ହୃଦୟରେ ସାଇତି ରଖିବା ହେଉଛି ପ୍ରେମ..... (ମୋନାଲିସା)

ଦୁଃଖ ପଛରେ ଅନେକ ସୁଖ ଓ ସୁଖ ପଛରେ ଅନେକ ଦୁଃଖ ଲୁଚି ରହିଥାଏ ।ଜଣାନାହଁ କେତେବେଳେ କିଏ ଆସିଯିବ ।ବାସ୍ ଦୁଃଖ ସମୟରେ ଆମକୁ ଧୌଯ ରଖିବା ଆବଶ୍ୟକ...(ମୋନାଲିସା)

ସମୟ ଏକ ଚିରସ୍ରୋତା ନଦୀ ପରି କେତେବେଳେ ମନୁଷ୍ୟ କୁ ନେଇ କେଉଁ ସ୍ଥାନରେ ପହଞ୍ଚାଇ ଦେବ ତାର କିଛି ଠିକ୍ ନଥାଏ । ସମୟର ସ୍ରୋତରେ ସେ ଭାସି ଆସି କେଉଁ ଠାରେ ଲାଗିବ ସେ ନିଜେ ହିଁ ଜାଣି ନଥାଏ । ବାସ୍ ଖାଲି ସମୟକୁ ଅପେକ୍ଷା ସେ ଆଣି କେଉଁ କୂଳରେ ଲଗାଇବ... (ମୋନାଲିସା)


Feed

Library

Write

Notification
Profile