I'm JitendraNath and I love to read StoryMirror contents.
Share with friends
ଗୁରୁ ଜ୍ଞାନଦାତା ଗୁରୁ ମୁକ୍ତିଦାତା ଗୁରୁ ହିଁ ତ ଭଗବାନ , ମଙ୍ଗଳ ବେଳାର ଏ ପୂଣ୍ୟ ତିଥିରେ ତାଙ୍କ ପାଦତଳେ କରୁଛି କୋଟି ନମନ ।"
"ଅନୁଭୂତି ଏକ ଏମିତି ଶିକ୍ଷକ ଗୁରୁ ଠାରୁ କମ୍ ନୁହେଁ, ଜିଜ୍ଞାସୁ ମନର ସନ୍ଦେହ କୁ ଯେତେ ପ୍ରତ୍ୟକ୍ଷ ଭାବରେ ଦୂରୀଭୂତ କରିଥାଏ । "
" ଅଯଥା କଥାରେ କ୍ରୋଧ କରନାହିଁ ମନକୁ ସଂଯତ କର, ରାଗ ରୋଷ କୋପ ଭଲ ନୁହେଁ ବନ୍ଧୁ ପ୍ରେମ ବିଶ୍ବାସରେ ଅନ୍ଯର ହୃଦୟ ଭର ।"
"ନିଶା ଖାଇବାଟା ଛାଡି ଦିଅ ବନ୍ଧୁ ଖରାପ ଅଭ୍ୟାସ ଅଟେ, ହଜେଇ ଦିଏ ସେ ହିତାହିତ ଜ୍ଞାନ ନିତି ଖାଉଥିଲେ ନେଇ ଯାଏ ଭୁଲ୍ ବାଟେ ।"
"ଭୟ ଲାଗେ ଆଜି ଦୁନିଆଁକୁ ଦେଖି କେମିତି ବଞ୍ଚିବି କହ, କେଉଁ ଭରସାରେ ବିଶ୍ବାସ କରିବି ବନ୍ଧୁ ବାନ୍ଧବଙ୍କୁ ଏଠି ସମସ୍ତେ ତ ସ୍ବାର୍ଥପର ?"
"ବଞ୍ଚି ଥିବା ଯାଏଁ ଛାଡି ଦେବି ନାହିଁ ଧରି ଥିବି ତୋର ହାତ, ବିଶ୍ୱାସର ଏଇ ସର୍ମ୍ପକର ଖିଏ ଛିଣ୍ଡିବନି କେବେ ମନେ ରଖିଥିବୁ ମିତ ।"