Jeenashree Routray
Literary Captain
167
Posts
2
Followers
0
Following

None

Share with friends
Earned badges
See all

"ଚେଷ୍ଟା ଜାରି ରଖ ସଫଳତା ନିଶ୍ଚୟ ମିଳିବ"

"ବିଶ୍ୱାସ ରଖ ,ସବୁ କାର୍ଯ୍ୟ ସଫଳତା ହେବ"

"ଚିନ୍ତା ଧାରା ରେ କୌଣସି ରୂପରେଖ ନାହିଁ ,ସେଥିପାଇଁ ଉଚ୍ଚ ଚିନ୍ତା କରି ଆଗକୁ ବଢନ୍ତୁ"

"ଆତ୍ମ ନିର୍ଭର ତା ଦ୍ଵାରା ଆତ୍ମ ସମ୍ମାନ ମିଳେ"

"ସମ୍ପର୍କକୁ ସୁନ୍ଦର୍ ଭାବରେ ରଖିବାକୁ ହେଲେ କ୍ଷମା,ଗୁଣ ହେଉଛି ସବୁଠାରୁ ମହତ୍ୱ ପୂର୍ଣ୍ଣ"

"ସୁନ୍ଦର ଚେହେରା ଦେଖି ତର ବ୍ୟକ୍ତିତ୍ଵ ର ଅନୁମାନ ଲଗାଇବା ସବୁଠୁ କଷ୍ଟ କର ବ୍ୟାପାର ଅଟେ"

*ଅଧିକ ସୁନ୍ଦର ଭାବି କାହାକୁ ପସନ୍ଦ କରନାହିଁ...* *କେବଳ ତାକୁ ପସନ୍ଦ କର ଯିଏ ତୁମକୁ ଓ ତୁମ ଦୁନିଆଁ କୁ ସୁନ୍ଦର୍ କରି ପାରିବ

"ସବୁ ସମସ୍ୟା ର ସମାଧାନ ଭଗବାନ କରିଥାନ୍ତି, ଧର୍ଯ୍ୟ ଧର"

"ସମସ୍ତଙ୍କୁ ଭଲ ପାଅ ,ହେଲେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ"


Feed

Library

Write

Notification
Profile