DHARITRI SAHU
Literary Brigadier
199
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

None I am a retired Odisha govt servent

കൂട്ടുകാരുമായി പങ്കുവെക്കുക
Earned badges
See all

ଅନେକ ଧନ ସମ୍ପତ୍ତି ଯେଉଁ ଖୁସି ଦେଇ ନପାରେ ଛୋଟିଆ ଉପହାର ଟିଏ ବହୁତ ବଡ ଖୁସି ଆଣିଦେଇଥାଏ।

ପ୍ରେମ ର ମହାନତା ତ୍ୟାଗ ରେ ଥାଏ।

ମା କେବଳ ସନ୍ତାନ ର ପେଟକୁ ଦେଖେ,ବାପା ଦେଖେ ଦକ୍ଷତା,ସ୍ତ୍ରୀ ଦେଖେ ପକେଟ୍।

ସ୍ନେହ, ପ୍ରେମ, ଭଲପାଇବା ଦେଇ ସବୁ କିଣି ହୁଏନାହିଁ,ଏ ମୋର ଅନୁଭୁତି।

ନାରୀମାନଙ୍କ ଚରିତ୍ର କୁ ସ୍ବୟଂ ବ୍ରହ୍ମା ବି ଜାଣି ପାରିନାହାନ୍ତି,ମନ୍ୟୁଷ ତ ଛାର।

ନାରୀର ଅନ୍ୟ ନାମ ବହ୍ନି,ସେ ଜାଳି ଭସ୍ମୀଭୂତ କରିଦେବ ଏ ସାରା ପୃଥିବୀ ସାବଧାନ!

ଦିବ୍ୟତା ନିଜ ହୃଦୟ ଭିତରେ ଖୋଜିଲେ ମିଳିବ,ବାହାରେ କେଉଁଠି ନାହିଁ।

ପ୍ରେମିକା ଏବଂ ସହଧର୍ମିଣୀ ଭିତରେ ଆକାଶ ପାତାଳ ର ପ୍ରଭେଦ ରହିଥାଏ।

ନାରୀ ଯେଉଁ ସ୍ଥାନରେ ସମ୍ମାନର ସହିତ ବଞ୍ଚି ଥାଏ ସେ ସ୍ଥାନରେ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ