MISHRA HRUSIKESH
Literary Colonel
35
Posts
70
Followers
1
Following

ଜୀବନ ଯାତ୍ରାରେ ପରାଜିତ ନାୟକ ଭୂମିକାରେ ଅଭିନୟ କରି, ଅନେକ ନିରାଶା ଭିତରେ ଆସରା ଟିକିଏ ଖୋଜୁଥିବା ଏ ଅକୀଞ୍ଚନ ଦାସାନୁଦାସ ମିଶ୍ର ହୃଷିକେଶ ଅମାବାସ୍ୟା ରାତିର ଜହ୍ନ ପରି ହଜିଯାଇଛି ଏ ଦୁନିଆର ବଡ଼ପଣ୍ଡା ମାନଙ୍କର ଗହଣରେ। ଜୟ ଜଗନ୍ନାଥ

Share with friends

ଜୀତିବାର ସ୍ୱପ୍ନ ଦେଖୁଥିଲେ ପ୍ରଥମେ ହାରିବା ଶିଖିବା ଉଚିତ। କାରଣ ରାତି ବିନା ଦିନ ଯେପରି ମୂଲ୍ୟହୀନ ଠିକ ସେହିପରି ଦୁଃଖ ବିନା ସୁଖର ବା କି ମୂଲ୍ୟ ଆଉ ହାରିବା ଦୁଃଖ ନ ପାଇଲେ ଜୀତିବାର ଆନନ୍ଦ ଉପଭୋଗ କରିହୁଏନା।


Feed

Library

Write

Notification
Profile