Teacher, writer,poet & novelist
Share with friends
ଅହଙ୍କାର ସେମାନେ କରନ୍ତି ଯେଉଁମାନେ ବିନା ପରିଶ୍ରମରେ ସବୁକିଛି ପାଇଯାଆନ୍ତି ଆଉ ଯେଉଁମାନେ ନିଜ ପରିଶ୍ରମରେ ସଫଳତା ହାସଲ କରନ୍ତି ସେମାନେ ଅନ୍ୟର ପରିଶ୍ରମକୁ ସମ୍ମାନ ଦିଅନ୍ତି !
ସମ୍ମାନ କିଏ ଦେଉବା ନଦେଉ ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ ତୁମେ ତୁମ କର୍ତ୍ତବ୍ୟ କରିଚାଲ, ସମୟ ତାର ସଠିକ ଜବାବ ଦେବ।
ସଂସାରରେ ସବୁଠାରୁ ବିଚିତ୍ର ଜୀବ ମନୁଷ୍ୟ...ଆଉ ସବୁଠାରୁ ମହାନ୍ ବ୍ୟକ୍ତି ସିଏ, ଯିଏ ତୁମ ଆଗରେ ଭଲ ଭଲ କହି ପ୍ରଶଂସା କରୁଥାଏ। ବାସ୍ତବରେ ତାଠାରୁ କ୍ଷତିକାରୀ ମନୁଷ୍ୟ ସଂସାରରେ କେହି ଶତ୍ରୁ ବା ହିଂସ୍ରଜନ୍ତୁ ବି ହୋଇପାରିବ ନାହିଁ ...
ଜୀବନ ରଙ୍ଗମଞ୍ଚରେ କେବେ କିଏ କୋଉଠି କେତେବେଳେ ଦେଖାହୋଇ ପୁଣି ପାଣି ଫୋଟକା ଭଳି ଉଭେଇ ଯାଏ ସତ କିନ୍ତୁ ମନରେ ଲାଗିଥିବା ଛିଟା ଟିକକ ସବୁଦିନ ଚିର ସବୁଜ ହୋଇ ରହିଯାଏ ଅମ୍ଳାନ ପ୍ରଦୀପ ଭଳି।
भरोसा एक सब्द बोलने में एक सेकेंड लगता सोचने में एक मिनट समझें मैं पुरे दिन और साबित कर ने में पुरी लाइफ लगजाते हें।।