ଓଠେ ମିଠା କଥା , ଅନ୍ତରେ କପଟ ଆଉ ମୁଖେ ଅଟହାସ୍ୟ ପ୍ରାକୃତିକ ନା କୁର୍ତ୍ତିମ ବୁଝିବା କଷ୍ଟସାଧ୍ୟ ।

ବିଶ୍ବବାସୀ ଙ୍କ କରୁଣ ଚିତ୍କାର
ଚାଲ ଲଢିବା ନିରସ୍ତ୍ର ନିସଙ୍ଗ ହୋଇ
ଏକ ଅନିଶ୍ଚିତ ବିଶ୍ବ ଯୁଦ୍ଧ ।
@ନୀଳମାଧବ
ସେନା ନୁହ "ନିସଂଗତା"
ମିଶାଇଲ୍ ନୂହ "ମାସ୍କ"
କୋରୋନା ଲଡେଇରେ ବିଜୟର ପଥ ।
✒️ନୀଳମାଧବ
ସେନା ନୁହ "ନିସଂଗତା"
ମିଶାଇଲ୍ ନୂହ "ମାସ୍କ"
କୋରୋନା ଲଡେଇରେ ବିଜୟର ପଥ ।
✒️ନୀଳମାଧବ
ପ୍ରକୃତି ସହ ଖେଳିବା କେତେ ମହଙ୍ଗା ମନୁଷ୍ୟ ଏବେ ଠିକ୍ ଅନୁଭବ କରୁଛି
@ନୀଳମାଧଵ

ଦୀର୍ଘ 75ବର୍ଷ ପରେ ବାୟୁ ମଣ୍ଡଳ ଏତେ ସଫା ହୋଇଯିବ କିଏ କେବେ କଳ୍ପନା କରିଥିଲା ?