Shrabanee Mahapatra
Literary Captain
14
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

I am a student

കൂട്ടുകാരുമായി പങ്കുവെക്കുക
Earned badges
See all

ନିଜ ସ୍ୱାର୍ଥ ଛାଡି ଦେଶ ପ୍ରେମ ପାଇଁ ଦେଲେ ମନ, ଯଶ ଓ ସମ୍ମାନେ ଧନ୍ଯ ହୋଇବ ଜୀବନ

ଶିକ୍ଷା କୌଣସି ଠାରୁ ବି ମିଳିଯାଇ ପାରେ କିନ୍ତୁ ଉଚିତ୍ ସଂସ୍କାର ନିଜ ପରିବାର ଠାରୁ ମିଳିଥାଏ

ଅନ୳ ଉପରେ ନିର୍ଭର କରୁଥିବା ମଣିଷ ସର୍ବଦା ସୁଖ ରେ ରହିପାରେ ନାହିଁ

ଜ୍ଞାନ ଜୀବନ ର ଶେଷ ଲଗ୍ନ ପର୍ଯ୍ୟନ୍ତ ଆଲୋକ ର ପଥ ପରିଷ୍କାର କରିଥାଏ

ଶାନ୍ତି ଠାରୁ ବଡ ତପ ନାହିଁ

ଯିଏ ଧର୍ଯ୍ଯବାନ ନୁହେଁ ନା ତାର କୌଣସି ବର୍ତ୍ତମାନ ଅଛି ନା ଭବିଷ୍ଯତ

ମଣିଷ ନିଜେ ହିଁ ନିଜ କର୍ମ ଦ୍ବାରା ଦୁଖଃ କୁ ଡାକି ଆଣି ଥାଏ

ମିଛ କହିବା ବହୁତ୍ ସହଜ କିନ୍ତୁ ସତ ଚାପି ରଖିବା ବହୁତ୍ କଷ୍ଟ


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ