I'm srotaswini and I love to read StoryMirror contents.
ପ୍ରେମ ଏକ ଗଭୀର ନଦୀ ପରି ଥରେ ପାଦ ଖସିଗଲେ ଅଥୟ ହେବା ସ୍ବାଭାବିକ,ହେଲେ ନିଜକୁ ଆୟତରେ ରଖିଲେ ସେ ଦୀର୍ଘତମ ଜଳରାଶି କ୍ଷୁଦ୍ର ଜଣାପଡେ।
ଜୀବନ ଦାନ ତ ଦେଇ ପାରିବିନି ହେଲେ ଜୀବନର ଯତ୍ନ ନେଇପାରିବାର ସାମର୍ଥ୍ୟ ମୋ ପାଖରେ ଅଛି।