Trushna Das
Literary General
AUTHOR OF THE YEAR 2020,2021 - WINNER

439
Posts
57
Followers
44
Following

Lecturer in commerce

Share with friends
Earned badges
See all

ସବୁ ଝିଅ ପାଇଁ ତା ବାପା ହେଉଛନ୍ତି ତାର ଆକ୍ସନ ହିରୋ

your actions write your future

when someone intentionally broke you completely You should again provide your life towards the new beginning To show the world that you are not a looser You are the winner of the life

ହାରି ଯାଇଥିବା ଲୋକ ଆଉ ଥରେ ନିଜ ଉପରେ ଏବଂ ଈଶ୍ୱରଙ୍କ ଉପରେ ଭରସା ରଖି ଜୀବନର ନୂତନ ଆରମ୍ଭକୁ ହିଁ ତ ସାହସିକତା କୁହାଯାଏ।।

ପାଖରେ ନ ଥିବା ଲୋକଙ୍କୁ ମିସ୍ ୟୁ କୁହାଯାଏ ଯିଏ ହୃଦୟରେ ନ ଥିବ ସେ ଲୋକ କୁ କଣ କୁହା ଯିବ??? 😔😔😔

ମାଆ ଜୀବନର ସବୁଠାରୁ ଠାରୁ ବଡ଼ ଶିକ୍ଷକ

ବାହାଘର ନୁହେଁ ଖେଳଘର ଭାବି ବିଚାରି କର ବିବାହ ସ୍ଥିର

ଏ ସ୍ୱାର୍ଥପର ଦୁନିଆରେ ନିଜକୁ ପ୍ରେମ କରିବାଟା ଭଲ କାରଣ ଏଠି ତୁମ ପ୍ରେମକୁ କେହି ବୁଝିବେ ନାହିଁ।

ଲୋଡା ନାହିଁ ଧନ ସମ୍ପତ୍ତି ଥିଲେ ଜୀବନେ ଶାନ୍ତି ଲାଗଇ ମିଳିଲା ତୃପ୍ତି ଥିଲେ ଘରେ ହସ ଖୁସି


Feed

Library

Write

Notification
Profile