ଜଣକ ଭିତରେ ପବିତ୍ର ହୃଦୟଟେ ଦେଖିଛି
ହେଲେ,
ତାକୁ ପାଇ ପାରିବିନି କି ; ଛୁଇଁ ପାରିବିନି
ଯେହେତୁ ମୁଁ ତାକୁ କହି ପାରିବିନି
ତୁ ଏମିତି ଜହ୍ନଟିଏ ମୋ ମନ ଆକାଶରେ
ତୁ ଏମିତି ଫୁଲଟିଏ ମୋ ହୃଦ ବଗିଚାରେ
ତୋତେ ପାଇ ମୁଁ ହେଇଚି ଧନ୍ୟ
ବିବାହ ବେଦୀରେ
ତୁମେ ମୋ ହୃଦୟର ଏମିତି ଏକ
ଗଭୀର ଅନୁଭବ !
ଯାହାକୁ ମୁଁ ନା' ତୁମ ପାଖରେ ବର୍ଣ୍ଣି ପାରିବି
ନା' ଏଇ ଲେଖାରେ ପରସି ପାରିବି !!