jay sambhunath I am a buisness woman I am very passionate for writing, and i am blessed to have a platform like this where people share their inner feelings with the help of their writings I'm a social worker too .
Share with friends
ସୁନ୍ଦର ସଂସାରେ ବିଶ୍ଵସ୍ରଷ୍ଟାଙ୍କ ସୃଷ୍ଟିରେ ଜୀବନର ପ୍ରତି ମୁହୂର୍ତ୍ତ ରେ ମଣିଷ ଅଜଣା ରେ ପରୀକ୍ଷା ଦେଇ ଚାଲିଛି, ଯାହାର ପରୀକ୍ଷକ ସ୍ଵଂୟ ଭଗବନ।
ମହୁମାଛି ର ପରିଶ୍ରମ ଅନ୍ୟମାନେ ଉପୋଭୋଗ କରନ୍ତି କିନ୍ତୁ କର୍ମ ରେ ଅବହେଳା କରେ ନାହିଁ, ପରଉପକାର ହି ଶ୍ରେଷ୍ଟ କର୍ମ ଆଉ ନିଜର ସତ୍ କର୍ମ ହିଁ ଭଗବାନ ।
ସମସ୍ତ କୁ ସମ୍ମାନ ଦିଅ ବହୁତ ଭଲ କଥା, ନିଜର ଚିନ୍ତା ଓ ପରିସ୍ଥିତିକୁ ଈଶ୍ୱରଙ୍କ ବ୍ୟତିତ ଅନ୍ୟ କାହାରି ଆଗରେ କହିବା ଉଚିତ ନୁହେଁ !