Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଜୟ ମା' ବଗ୍‌ଦେବୀ

SEE WINNERS

Share with friends

ଜୟ ମାବଗ୍‌ଦେବୀ (Whatsapp Group)


 

କବିତା ଓ ଗଳ୍ପ ପ୍ରତିଯୋଗିତା

ସମୟ – ୨୦ ଡିସେମ୍ବର ୨୦୧୮ – ୩୧  ଜାନୁୟାରୀ ୨୦୧୯


 

ବିଷୟ – ସ୍ମୃତି ଏକ ରୂପା ଜହ୍ନ

 

 ମହାଶୟ / ମହାଶୟା ,

              ସାରସ୍ୱତ ଶୁଭେଚ୍ଛା ଓ ଶୁଭକାମନା  । ଓଡ଼ିଆ ସାହିତ୍ୟର ଉନ୍ନତି ଓ ନୂତନ ଯୁବ ସାହିତ୍ୟିକ ସନ୍ଧାନ ପଥରେ ଅଗ୍ରସର ହେବା ସହିତ ନୂତନ ଆଲୋକର ସନ୍ଧାନ ପଥରେ ନିଜକୁ ଗତିଶୀଳ କରି ଅଦ୍ୟାବଧି ପଦଚାଳନା କରିଆସୁଥିବା ଷ୍ଟୋରିମିରର୍ ଇ-ସାହିତ୍ୟ ପ୍ରତିଷ୍ଠାନ ଓ ଜୟ ମା' ବଗ୍‌ଦେବୀ ସାହିତ୍ୟ ସଂଗଠନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି କବିତା ଓ ଗଳ୍ପ  ପ୍ରତିଯୋଗିତା ।

          ତେଣୁ ବିନୀତ ଅନୁରୋଧ ଏଇ ମହାନ ଉଦ୍ଦେଶ୍ୟକୁ ସାହିତ୍ୟ ସେବା ମନେକରି ଆମକୁ ସହଯୋଗର ହାତ ବଢାନ୍ତୁ ।

 


 

ନୀତିନିୟମ

 

  • କବିତା ଓ ଗଳ୍ପ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ପ୍ରଥମେwww.storymirror.com ଅନଲାଇନ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ ।
  •    ଯେଉଁ ଲେଖା ପ୍ରତିଯୋଗିତା ନିମନ୍ତେ ଦେଉଛନ୍ତି ତାହା ଷ୍ଟୋରି ମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ କରିବାକୁ ପଡିବ । ଯାହା ସିଧାସଳଖ ଭାବେ ଏହି ହିଁ ଲିଙ୍କରୁ ପୋଷ୍ଟ କରିପାରିବେ ।
  •  ଲେଖା ଷ୍ଟୋରିମିରର୍ ଅନଲାଇନ ପୋର୍ଟାଲରେ ପୋଷ୍ଟ ହେବା ଅନିବାର୍ଯ୍ୟ । ନ ହେଲେ ତାହା ବିଚାର ଅନ୍ତର୍ଭୁକ୍ତ ହେବ ନାହିଁ ।
  • ଲେଖାଟି ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।

 


 

ପୁରସ୍କାର

 

ଶ୍ରେଷ୍ଟ ପାଞ୍ଚଟି  କବିତା ଓ ଗଳ୍ପକୁ ଷ୍ଟୋରିମିରର୍ ଓ ଜୟ ମା’ ବଗଦେବୀ ସାହିତ୍ୟ ସଂଘ ତରଫରୁ ଇ - ମାନପତ୍ର ପ୍ରଦାନ କରାଯିବା ସହ ଏକ ଇ-ପୁସ୍ତକ ପ୍ରକାଶ କରାଯିବ  ।

 


 

Content type: Poem, Story

Contact person: For help contact: pallabini@storymirror.com