Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭଙ୍ଗା ହୃଦୟ Part -3
ଭଙ୍ଗା ହୃଦୟ Part -3
★★★★★

© Manoj Kumar Panda

Romance

3 Minutes   316    11


Content Ranking

ମିଲି କଲେଜ ଯିବାକୁ ରାଜି ହେଇଗଲା ହେଲେ ସେ କଲେଜ ରେ ବି ବେଳେ ବେଳେ କାନ୍ଦେ ।

ତା ପରେ ରାଲି ମୋ ପାଖକୁ ଫୋନ କଲା।

ରାଲି- ସେ କଲେଜ ରେ ବି କାନ୍ଦୁଛି।

WR- ତାକୁ ଫୋନ ଦେ ରେ।

ମିଲି- ମୁଁ ତାକୁ ଭୁଲିପାରୁନି।

WR- ତା ସ୍ମୃତଜେ ପର୍ଯ୍ୟନ୍ତ ତୁମ ହୃଦୟ ରେ ଅଛି ସେ ସ୍ମୃତି ତ ବାହାରି ପାରିବନି ହେଲେ ଆଉ କିଛି ସ୍ମୃତି ତୁମ ହୃଦୟ କୁ ଆସିଗଲେ ।ତମେ ତା କଥା ଭୁଲିପାରିବ।

ମିଲି- ମୁଁ କିଛି ବୁଝିପାରୁନି ।

WR- l କୁ ଲୋଭ e ହିଁ ବଂଚେଇ ପାରିବ ।ତମେ second ଲୋଭ e ଖୋଜ ।

ମିଲି- ମୁଁ ଥରେ ଭୁଲ କରିଛି ।ଆଉ ଭୁଲ କରିବିନି ଲୋଭ e କରି।

WR- ମୋ ଉପରେ ଭରସା କର।

ମିଲି ପୁଣି ଥରେ ମନକୁ ସଜାଡି କଲେଜ ଗଲା ହେଲେ ଆଗ ଭଳି ଯେତେ ହସୁଥିଲା କିନ୍ତୁ ଏବେ ପୁରା ଚୁପ ଚାପ ଯାଏ ଆସେ।

ତାଙ୍କ କଲେଜ ର ଗୋଟେ ପିଲା ମିଲି କୁ one side ଲୋଭ e କରୁଥିଲା। ରଶ୍ମି ସବୁଦିନେ ମିଲି ର ହସ ହସ ଚେହେରା ଦେଖି ଭଲପାଇଯାଇଥାଏ ।ହେଲେ ସେ ସାଙ୍ଗ ର ପରିଚୟ ଦେଇ କଥା ହୁଏ। ହେଲେ ଏବେ ମିଲି ଦଶକଥା କହିଲେ ଗୋଟେ କଥା କହୁଛି ହସିବା ତ ଦୂରର କଥା ।

ରଶ୍ମି- କଣ ହେଇଛି ତୋର। ମୁହଁ ଶୁଖିଲା ଦେଖାଯାଉଛି ।

ମିଲି- କିଛି ନାହିଁ ।ଏମିତି

ରଶ୍ମି- ଏମିତି କେମିତି ।

ମିଲି-  ପଛ କଥା ଭାବି କାନ୍ଦି ପକେଇଲା

ରଶ୍ମି- କଣ ହେଇଛି କୁହ ।ପ୍ଲିଜ଼ କାନ୍ଦନି। ମିଲି ଜୀବନ ରେ ଯାହା ସବୁ ହେଇଥିଲା ରଶ୍ମି କୁ ମନ ଖୋଲି ସବୁ କହିଦେଲା । ରଶ୍ମି ବି ମିଲି କୁ ବହୁତ ବୁଝେଇଲା ।

ହେଲେ ଅସଫଳ ରହିଲା । ରଶ୍ମି ମିଲି କୁ ହସେଇବା ପାଇଁ ସବୁ କିଛି କଲା ।ମଜ଼ା ମଜ଼ା କଥା ବି କୁହେ। ଦୁଇ ଜଣ ଙ୍କ ସମ୍ପର୍କ ବନ୍ଧୁତ୍ୱ ରେ ଥିଲା ହେଲେ ଦୁହେଁ ନିଜର ମନ କଥା କହିପାରୁନଥିଲେ । ରଶ୍ମି ଭାବୁଥିଲା ମୁଁ ଯଦି prpz କରିବି ତେବେ ମିଲି ମତେ ତା ଅସୁବିଧା ର ଫାଇଦା ପାଇଁ ମୁଁ ତା ପାଇଁ ଏ ସବୁ କଲି।

ମିଲି ବି ଭାବୁଥିଲା ମୁଁ ଜଣଙ୍କ ଠୁ ଧୋକା ଖାଇଛି ସେ ମତେ କଣ ଗ୍ରହଣ କରିବେ ଓଲଟା ମତେ ଖରାପ ଭାବିବେ କି ଗୋଟେ love ଯାଉ ଯାଉ ଆଉ ଗୋଟେ ପୁଣି ।ନା ମୁଁ prpz କରିବିନି। ସେମାନଙ୍କର ବନ୍ଧୁତ୍ୱ ସେମିତି ରହିଥାଏ ହେଲେ ଦୁହେଁ ଦୁହିଁ ଙ୍କର ବହୁତ ଯତ୍ନ ନିଅନ୍ତି ।

ହେଲେ ରଶ୍ମି ର ବହୁତ ଥାଏ ତାକୁ ପାଖରେ ରଖି ବହୁତ ଖୁସି ଦେବାକୁ । ବହୁତ ବ୍ୟାକୁଳ ହେଉଥାଏ ତା ମନ ତାକୁ ଯାଇ ହୁଙ୍ଗ କରି ତାର ସବୁ ସ୍ବପ୍ନ ପୁରା କରିବାକୁ ।ଆଉ ତାର ପ୍ରେମ ରେ ସବୁଦିନ ପାଇଁ ହଜି ଯିବାକୁ । ଏମିତି କିଛି ଦିନ ଗଲା ପରେ ମିଲି ମୁହଁରେ ପୁଣି ଥରେ ହସ ଭରିଦେଇଥିଲା ରଶ୍ମି ।

ଦିନେ ମିଲି ତା ଅନ୍ୟ ସାଙ୍ଗ ମିନା କୁ ସାହାଯ୍ୟ କରିଥାଏ ହେଲେ ଯିଏ ଭଲ କରେ ତାକୁ ଖରାପ ପାଆନ୍ତି। ମିନା ତାକୁ ଏମିତି କଣ କିଛି କହିଲା ।

ସେଇ କଥା କୁ ଧରି ମିଲି ଆଖିରେ ଲୁହ ଆସିଯାଏ ଆଉ ସେ କଲେଜ ର ପଛରେ ବସି ଏକା କାନ୍ଦୁଥାଏ । ରଶ୍ମି ଖୋଜି ଖୋଜି ତା ପାଖରେ ପହଂଚି ଯାଏ ।

ଆଉ ମିଲି ଆଖିରେ ଲୁହ ଦେଖି ସେ ଦୌଡ଼ି ଯାଇ ତାକୁ hug କରି ଗାଲରେ ମୁଣ୍ଡରେ kiss କରି କହେ ।

- ତତେ କେତେ ଥର କହିଛି ତୁ କାହିଁକି କାହାକୁ ସାହାଯ୍ୟ କରି ନିନ୍ଦା ଶୁଣୁଛୁ । ଏଇ ଚୁପ ହେଇଜା

କଣ ପାଇଁ କାହିଁକି ମୁଁ ତୋ ଲୁହ ଦେଖି ସହି ପାରୁନି । ମିଲି ଆଖିରୁ ଲୁହ ପୋଛି ।କାଇଁ ମତେ ତ ଟିକେ ସାହାଯ୍ୟ କରୁନୁ ମତେ ତ ଟିକେ ହାସୋଉନୁ ।

ମିଲି- ଟିକେ ହସିଦେଇ ।ତମେ ତ ମତେ ହସେଇବା ଲୋକ ମୁ କେମିତି ତୁମକୁ ହସେଇବି ।

ରଶ୍ମି- ମତେ କଥା ଦେ ।ତୁ ଆଜି ଠୁ କାଂଦିବୁନି । ତୁ କଥା ନଦେଲେ ବି ମୁ ତତେ କନ୍ଦେଇବାକୁ ଦେବିନି। ମିଲି ଜାଣିସାରିଥାଏ ରଶ୍ମି ତାକୁ ଭଲପାଉଛି ହେଲେ ଥରେ କି ରଶ୍ମି i love you କଣ ପାଇଁ କହୁନି। ମିଲି ରଶ୍ମି ର ଏତେ ଆପଣତା ଦେଖି ସେ ନିର୍ଣ୍ଣୟ କଲା ଜେ ସେ କଲି prpz କରିଦେବ ରଶ୍ମିକୁ ।

ତା ପର ଦିନ ମିଲି ବହୁତ ଖୁସି ଥିଲା ।ଦୁଇଟା ଗୋଲାପ ନେଇ ରଶ୍ମିୁ କୁ prpz କରି କହିଲା।

"ଫୁଲ ଭଳି ହୃଦୟ ତୁମର

କି ଫୁଲ ଦେଇ ପୂଜିବି ତୁମକୁ

ତୁମେ ମୋ ସାକ୍ଷାତ ଈଶ୍ୱର ।

ଫୁଲ ଝଡ଼ିଯିବ

ବାସ୍ନା ହଜିଯିବ

ଯିବ ଦିନେ ମଉଳି

ହେଲେ ଏ ଫୁଲ କୁ କେବେ ଦେବ ନାହିଁ ଦଳି

ଏ ଫୁଲ ତୁମର ହୃଦୟ ଶିକୁଳି ।

ଦୁଇ ଜଣ ବନ୍ଧୁତ୍ୱ ରୁ ପ୍ରେମ ସମ୍ପର୍କ ହେଇଗଲା ।ଆଉ ସେମାନେ ଏବେ ବି ସେମିତି ପ୍ରେମ କରୁଛନ୍ତି ।

ଦୁଇ ପରିବାର ଙ୍କ ସଂମତି ରହିଛି ।

କିଛି ବର୍ଷ ପରେ ବିବାହ କରିବେ ।

ସମାପ୍ତ

ଲେଖକ-ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

କ୍ଷମା ଚାହୁଁଛି ଆପଣ ମାନଙ୍କୁ ଅପେକ୍ଷା ରେ ରଖିଥିବାରୁ ।

ହୃଦୟରେ ମୋ ପାଇଁ ଟିକେ ଜାଗା ଥିଲେ ଏ ଗଳ୍ପ କୁ share କରିବା ସହ ମତାମତ ଦେବେ

ଫୋନ-::9340045335,9583531348

କଲେଜ ଚେହେରା ସମ୍ପର୍କ

Rate the content


Originality
Flow
Language
Cover design

Comments

Post

Some text some message..