Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗଧ ମନେ ମନେ ଠାକୁର
ଗଧ ମନେ ମନେ ଠାକୁର
★★★★★

© ଓଡିଆ ଶିଶୁ ଗପ

Children

1 Minutes   7.4K    14


Content Ranking

ଠାକୁରଙ୍କର ମୂର୍ତ୍ତିକୁ ଗୋଟିଏ ଜାଗାରୁ ଅନ୍ୟ ଗୋଟିଏ ଜାଗାକୁ ନେବାର ଥିଲା । ସେଥିପାଇଁ ସେ ମୂର୍ତ୍ତିକୁ ଗଧ ପିଠି ଉପରେ ରଖି ନିଆଗଲା । ରାସ୍ତାରେ ଖାଲି ଲୋକମାନେ ସେ ମୂର୍ତ୍ତିକୁ ନମସ୍କାର କରୁଥାନ୍ତି । କିଛିବାଟ ଗଲାପରେ ଗଧ ଭାବିଲା ଯେ ତାକୁ ଲୋକମାନେ ନମସ୍କାର କରୁଛନ୍ତି । ଏହା ଭାବି ତା’ର ମନ ଗର୍ବରେ ଫୁଲିଗଲା ।

କିଛି ସମୟ ପରେ ସେ ଗଧ ଆଉ ତା’ ମାଲିକର କଥାବି ମାନିଲା ନାହିଁ ଓ କେବଳ ରାସ୍ତାରେ ଛିଡା ହୋଇ ରହିଲା । ମାଲିକ ହଠାତ୍ ରାଗିଯାଇ ସେ ଗଧକୁ ଗୋଟିଏ ବାଡିରେ ବହୁତ ବାଡେଇଲା, ମାଡ ଖାଇ ଗଧର ହେତୁ ପଶିଲା ଯେ ଲୋକମାନେ ତାକୁ ନୁହେଁ, ବରଂ ତାର ପିଠି ଉପରେ ଥିବା ଠାକୁରଙ୍କୁ ହିଁ ନମସ୍କାର କରୁଛନ୍ତି ।

ଭ୍ରାନ୍ତି ବିନାଶର ହିଁ କାରଣ ଅଟେ ।

ଠାକୁର ମୂର୍ତ୍ତି ଗଧ

Rate the content


Originality
Flow
Language
Cover design

Comments

Post

Some text some message..