Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଝିଅ

ଝିଅ

1 min
14.2K



       : କେତେବେଳେ ମରିବି ଯେ, ଏବେ ଠାରୁ କାହିଁକି ଯାଇ ଚିତାରେ ଶୋଇବି କହିଲୁ ? ହଲିଲା ପାଣିରେ ଗୋଡ ଦେଉ ନ ଥିଲା ମୋ ରଣଚଣ୍ଡୀ l ରାଗିଗଲେ ମୁଁ ତାକୁ କହେ ଶାଶୁଘରେ ନାଁ ପକେଇବ l ତାର ଉତ୍ତରରେ ସିଏ ଏହା ହିଁ କହୁଥିଲା ସବୁବେଳେ l

       : ବୋଉ ! ମନ ଦୁଃଖ କରିବୁନି l ମୁଁ ସ୍କୁଲରୁ ଅନୁମତି ନେଇ ଆସିଥିଲି ବ୍ରହ୍ମପୁର ଯିବି, ଠାକୁରାଣୀ ଯାତ୍ରା ଦେଖି ଆସିବି l ଘରକୁ ବ୍ୟାଗ୍ ନେବାକୁ ଆସି ଦେଖେ ତ ବୋଉ (ଶାଶୁ) କାନ୍ଥ ଧରି ଧରି ଆସି କବାଟ ଖୋଲିଲେ l ଖଇ ଫୁଟୁଛି ଦେହରେ ତାଙ୍କର l ସକାଳୁ ଜର ହେଲାଣି l ତୁ ମୋତେ ଠାକୁରାଣୀ ଯାତ୍ରା ଦେଖିଯିବା ପାଇଁ ଡାକିଛୁ ବୋଲି ସେ ଆଉ କିଛି କହି ନାହାନ୍ତି l ଏମିତି ଅବସ୍ଥାରେ ତାଙ୍କୁ କେମିତି ଛାଡି ଯିବି କହ ? ଫୋନ୍ କରି କହୁଥିଲା ମୋର ରଣଚଣ୍ଡୀ l ମୁଁ ଦୁଃଖ କରିବା ପରିବର୍ତ୍ତେ ମୋ ରଣଚଣ୍ଡୀ (ନା ନା ମୋ ଝିଅ) ପାଇଁ ଗର୍ବ ଅନୁଭବ କରୁଥିଲି l


Rate this content
Log in

Similar oriya story from Inspirational