Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହୃଦୟ
ହୃଦୟ
★★★★★

© Abinash Das

Tragedy

1 Minutes   7.0K    16


Content Ranking

ହୃଦ୍ ସ୍ପନ୍ଦନ ବଢିବାରେ ଲାଗିଥିଲା । ବାସ୍ ଦରକାର ଥିଲା ହୃଦୟଟିଏ...ସ୍ୱାମୀ,ବାପା,ମା,ଶାଶୁ,ଶ୍ୱଶୁର ଛିଡା ହୋଇଛନ୍ତି ମେଡିକାଲ୍ ବେଡ୍ ପାଖରେ ।

-ଚବିଶ ଘଣ୍ଟା ଭିତରେ ଦରକାର ... ନହେଲେ ଆମେ କିଛି କରିପାରିବୁନି ...

- ସାର୍ ! କିଛି କରନ୍ତୁ ...

ନର୍ସ ଆସିକହିଲା

ସାର୍ !! ସେ ପେସେଣ୍ଟ ଅଙ୍ଗଦାନ କରିଚାଲିଯାଇଛି..

 

×××××

ପ୍ରିୟା ... ସେ ପେସେଣ୍ଟ ହେଉଛି ‍ଅମରେଶ ମିଶ୍ର !!! Thank God ତମେ ଠିକ୍ ସମୟରେ ତାକୁ ନେଇଗଲ ...

×××××

ଆଖିରୁ ଲୋତକ ବହିଚାଲିଥିଲା...

କାରଣ ଅମରେଶ ମିଶ୍ର ଦିନେ କହୁଥିଲା ପ୍ରିୟା ! ମୁ ତୁମକୁ ହୃଦୟ ଦେଇ ଭଲପାଉଛି...

××××

ଅଭିପ୍ସା ଫୋନ୍ ରେ କହିଲା ... ଅମରେଶ ତୋ ହାର୍ଟ ପ୍ରୋବଲେମ୍ ଜାଣିବାପରେ ....କାର୍ ରୁ...

××××

I love U ଅମରେଶ !!!

ହେଲେ ସେତେବେଳେ ଶବ ବ୍ୟବଛେଦ ସରିଯାଇଥିଲା....

ହୃଦୟ ହୃଦ୍ ସ୍ପନ୍ଦନ ଅଙ୍ଗଦାନ

Rate the content


Originality
Flow
Language
Cover design

Comments

Post

Some text some message..