Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abinash Das

Tragedy

2  

Abinash Das

Tragedy

ହୃଦୟ

ହୃଦୟ

1 min
7.1K


ହୃଦ୍ ସ୍ପନ୍ଦନ ବଢିବାରେ ଲାଗିଥିଲା । ବାସ୍ ଦରକାର ଥିଲା ହୃଦୟଟିଏ...ସ୍ୱାମୀ,ବାପା,ମା,ଶାଶୁ,ଶ୍ୱଶୁର ଛିଡା ହୋଇଛନ୍ତି ମେଡିକାଲ୍ ବେଡ୍ ପାଖରେ ।

-ଚବିଶ ଘଣ୍ଟା ଭିତରେ ଦରକାର ... ନହେଲେ ଆମେ କିଛି କରିପାରିବୁନି ...

- ସାର୍ ! କିଛି କରନ୍ତୁ ...

ନର୍ସ ଆସିକହିଲା

ସାର୍ !! ସେ ପେସେଣ୍ଟ ଅଙ୍ଗଦାନ କରିଚାଲିଯାଇଛି..

 

×××××

ପ୍ରିୟା ... ସେ ପେସେଣ୍ଟ ହେଉଛି ‍ଅମରେଶ ମିଶ୍ର !!! Thank God ତମେ ଠିକ୍ ସମୟରେ ତାକୁ ନେଇଗଲ ...

×××××

ଆଖିରୁ ଲୋତକ ବହିଚାଲିଥିଲା...

କାରଣ ଅମରେଶ ମିଶ୍ର ଦିନେ କହୁଥିଲା ପ୍ରିୟା ! ମୁ ତୁମକୁ ହୃଦୟ ଦେଇ ଭଲପାଉଛି...

××××

ଅଭିପ୍ସା ଫୋନ୍ ରେ କହିଲା ... ଅମରେଶ ତୋ ହାର୍ଟ ପ୍ରୋବଲେମ୍ ଜାଣିବାପରେ ....କାର୍ ରୁ...

××××

I love U ଅମରେଶ !!!

ହେଲେ ସେତେବେଳେ ଶବ ବ୍ୟବଛେଦ ସରିଯାଇଥିଲା....


Rate this content
Log in

Similar oriya story from Tragedy