Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଫେରିଛି ଅତୀତ

ଫେରିଛି ଅତୀତ

3 mins
7.5K


ଶ୍ରୀକୃଷ୍ଣ ସାମଲ



ଯୌବନରେ ସମ୍ପୂର୍ଣ୍ଣ ଜଳି ସାରିଥାଏ ପ୍ରୀତି । ପର।ଗ ତ।’ ଜୀବନକୁ ସଂପୂର୍ଣ୍ଣ ଜାଳି ଦେଇଥାଏ । ସେତେବେଳେ ପ୍ରୀତିକୁ ବି ଜଳିବ।କୁ ଭ।ରି ଭଲଲ।ଗୁଥିଲ। । ହେଲେ ସେ ସଂପୂର୍ଣ୍ଣ ଜଳିଗଲ। ପରେ ପର।ଗ ଆଉ ତ।’ ପାଖକୁ ଆସିଲ।ନି । ପ୍ରୀତିର ମନ ବିଳ।ପ କରି ଉଠିଲ। । ହେଲେ ମନଟି ତ।’ର ଭ।ରି ନିର୍ମଳ । ସେ ସୀତ।ଙ୍କ ପରି ଅନଳ ସ୍ନାନ ପରେ ମନ ବି ତ।’ର ପବିତ୍ର ହେ।ଇଗଲ। । ସେ ଶପଥ ନେଇ ନେଲ। କେବେ ବି ଆଉ ଜଳିବନି ବରଂ ଜୀବନ ତ।’ର ମାଟିରେ ମିଶିଯିବ ତଥାପି ଏ ଭ୍ରଷ୍ଟ ଦୁନିଆର ମଣିଷ ମାନଙ୍କ ସହିତ କେବେ ବି ଜୀବନକୁ ଜଳିବ।କୁ ଦେବନି । ପର।ଗ ପ୍ରତି ତ।’ର ଅନ୍ତର ଘୃଣାରେ ଭରି ଉଠୁଥିଲେ ମଧ୍ୟ ଭ।ବୁଥିଲ। ସେ ବି ଏଥି ପାଇଁ ସମପରିମାଣରେ ଦ।ୟୀ । କ।ରଣ ସେ ସେତେବେଳେ କିଛି ନ ବୁଝି ନ ଶୁଝି ଜଳିବ।କୁ ସୁଖ ମଣୁଥିଲ। । ନିଆଁ ସହିତ ଖେଳିବ।କୁ ଉଲ୍ଲସି ଉଠୁଥିଲ। । ହେଲେ ଆଜି ସେ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହେ।ଇଗଲ। ପରେ ସବୁ ବୁଝିପାରୁଛି । ହେଲେ କରିବ କ ’ଣ ? ଏଣେ ପୁଷ୍ପା ପ୍ରବେ।ଧ ସହିତ ଜଳିବ।କୁ ଭ।ରି ଭଲ ପାଉଥିଲ। । ଶୀତ ର।ତିର ଅନଳ ସ୍ନାନ ଜୀବନକୁ ଭ।ରି ଆନନ୍ଦ ଦିଏ ନୀତିରେ ପ୍ରବେ।ଧ ପୁଷ୍ପା ସହିତ ନିଜକୁ ସାମିଲ କରିବ।କୁ ମଧୁମୟ ମଣୁଥିଲ। । ହେଲେ ପୁଷ୍ପା ହୁତ୍‌ହୁତ୍‌ ହେ।ଇ ଜଳିବ।କୁ ମନ କରୁଥିଲ। । କିନ୍ତୁ ପ୍ରବେ।ଧର ଆର୍ଥିକ ସ୍ୱଚ୍ଛଳତ। ଅତି ନଗଣ୍ୟ ଥିଲ। । ଏଣୁ ପୁଷ୍ପା ପ୍ରବେ।ଧକୁ ଛାଡି ଅନ୍ୟ ସହିତ ହୁତ୍‌ହୁତ୍‌ ହେ।ଇ ଜଳିବ।କୁ ଲ।ଗିଲ। । ଭ।ଙ୍ଗିପଡିଲ। ପ୍ରବେ।ଧ । ଭ।ବିଲ। ନ।ରୀ ଅବିଶ୍ୱାସୀ । ଛଳନ।ମୟୀ । ନ।ରୀ ମନ କଥା ଭଗବ।ନଙ୍କୁ ବି ଅଗୋଚର । ଏଣୁ ନ।ରୀମାନ ଙ୍କ ପ୍ରତି ଘୃଣାରେ ଭରିଗଲ। ତ।’ର ଅନ୍ତର । ସେ ସଂପୂର୍ଣ୍ଣ ବଦଳିଗଲ। । ତ।’ର ମନଟି ଥିଲ। ନିର୍ମଳ । ଏଣୁ ସେ ବି ତ। ମନକୁ ପବିତ୍ର କରିଦେଲ। । ମରିଯିବ ପଛେ ଜୀବନରେ ଆଉ ଏପରି ଭୁଲ କରିବନି ବେ।ଲି ଶପଥ ନେଇ ନେଲ। । ‘ଇନ୍ଦ୍ରିୟ ବଶେ ପାପ କର୍ମ, ଗୀତ। ପାଠେ ହୁଏ ବିଲୀନ ‘ ନୀତିରେ ପ୍ରୀତି ସବୁଦିନ ନିଜର ଭୁଲର ପ୍ରାୟଶ୍ଚିତ ପାଇଁ ମନ୍ଦିରକୁ ଯାଏ ।

ସେ ଭଗବ।ନଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପି ଦେଇଛି । ସତ ପଥରେ ରହିବ।କି ଜୀବନ କଟାଇ ଦେବ। ପାଇଁ ସେ ଭଗବ।ନଙ୍କ ନିକଟରେ ପ୍ରଣତି ଜଣାଏ । ଏଣେ ପ୍ରବେ।ଧ ବି ନିଜ ଜୀବନକୁ ତିଳ ତିଳ କରି ଜାଳିବ । ପରିବର୍ତ୍ତେ ମଧୁମୟ ସୃଷ୍ଟିରେ ଈଶ୍ୱର ଯାହ। କରନ୍ତି ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ନୀତିରେ ସେ ପ୍ରଭୁଙ୍କ ପଦ।ରବିନ୍ଦରେ ଲୟ ରଖି ପ୍ରାୟ ସବୁଦିନ ମନ୍ଦିରକୁ ଯାଇ ତ।’ ବ।କି ଜୀବନ ସତ ପଥରେ ବିତିଯାଉ ବେ।ଲି ଭଗବ।ନଙ୍କୁ ପ୍ରଣତି ଜଣାଏ । ଏମାନଙ୍କ ପିତ।ମାତ। ମାନେ ଅନ୍ୟତ୍ର ବିବ।ହ ପ୍ରସ୍ତାବ ଦେଲେ ଏମାନେ ଏହ।କୁ ଏଡ।ଇ ଯାଉଥାନ୍ତି । ସମୟ ବିତିଚ।ଲିଥାଏ । ପିତ।ମାତ। ତଥା ପରିବ।ରର ଉନ୍ନତି ପାଇଁ ଉଭୟ ଉଚ୍ଚ ଶିକ୍ଷିତ ହେତୁ ଚ।କିରି ଅନେ୍ୱଷଣରେ ଥାଆନ୍ତି । ହଠ।ତ୍‌ ଦିନେ ଉଭୟେ ମନ୍ଦିର ବେଢ।ରେ ବୁଲୁଥିଲ। ବେଳେ ଭଗବ।ନଙ୍କ ଇଙ୍ଗିତ କି କ ’ଣ ଉଭୟଙ୍କ ସାକ୍ଷାତ୍‌ ହେ।ଇଗଲ। । ଉଭୟ ଆଶ୍ଚର୍ଯ୍ୟ ଚକିତ ହେ।ଇଗଲେ । ମନେ ହେଉଥାଏ ସତେ ଯେମିତି ଉଭୟେ ବ।କ୍‌ଶୂନ୍ୟ ଭ।ବେ ପରସ୍ପରକୁ ଜଳ ଜଳ ହେ।ଇ ଚ।ହିଁ ରହିଥାନ୍ତି । ପ୍ରବେ।ଧ ଓ ପ୍ରୀତି ଥିଲେ ଉଭୟେ ଉଭୟଙ୍କ ପଢ।ସାଥୀ । ଉଭୟଙ୍କ ମଧ୍ୟରେ ଥିଲ। ଅନ।ବିଳ ପ୍ରେମ । ହେଲେ ଏହ। ଗାଢ ନିବିଡ ହେବ। ପୂର୍ବରୁ ଏମାନେ ଯୌବନ ଜୁଆରରେ ଭ।ସିଗଲେ । ପ୍ରେମ ତ।ଙ୍କର ଅତୀତ ହେ।ଇଗଲ। । ହେଲେ କରିବେ କ ’ଣ । କିନ୍ତୁ ପରସ୍ପର ପରସ୍ପର ବିଷୟରେ ସଂପୂର୍ଣ୍ଣ ଜାଣିଥିଲେ । ଏଣୁ ମନ୍ଦିର ବେଢ।ରେ ପରସ୍ପର ସହିତ ସାକ୍ଷାତ ହେଲ। ପରେ ଆଶ୍ଚର୍ଯ୍ୟ ବ।କ ଶୂନ୍ୟ ହେ।ଇ ପଡିଥିଲେ ଦୁହେଁ । ପ୍ରକୃତିସ୍ଥ ହେଲ। ପରେ ତ।ଙ୍କ ଆଖିରେ ଥିଲ। ଅଶ୍ରୁର ବନ୍ୟା । ଉଭୟ କେ।ଳ।କେ।ଳି ହେ।ଇ ମନ୍ଦିର ବେଢ।ରେ ଏକ ନିର୍ଜନ ସ୍ଥାନରେ ବସି ପଡିଲେ । ପ୍ରୀତି କହିଥିଲ। ପ୍ରବେ।ଧ ଅତୀତ କେବେ ମରେ ନ।ହିଁ । ସେ ପୁଣି ଥରେ ଆମ ନିକଟକୁ ଫେରିଆସିଛି । ତ।କୁ ଆମେ ହ।ତ ଛଡ। କରିବ।ନି । ଏହ। ଶୁଣି ପ୍ରବେ।ଧ କହିଥିଲ। ସତରେ ଅତୀତ ଚିରନ୍ତନ । ସ୍ୱର୍ଗୀୟ ପବିତ୍ର ପ୍ରେମକୁ ଦୈହିକ ସୁଖ କେବେ ହେଲେ ମାରି ପାରେନି । ବରଂ ଏ ଯୁଦ୍ଧରେ ସେ ନିଜେ ମରେ ଓ ସ୍ୱର୍ଗୀୟ ଓ ପବିତ୍ର ପ୍ରେମ ଚିର ଜୀବନ୍ତ ହେ।ଇଯାଏ । ଯାହ। ଆମ ଜୀବନରେ ଘଟିଛି । ଏହ। କହି ପରସ୍ପର ମନ୍ଦିର ଭିତରକୁ ଯାଇ ଭଗବ।ନଙ୍କୁ ସାକ୍ଷୀ ରଖି ନିଜ ନିଜର ଜୀବନ ସାଥୀ ହେ।ଇଗଲେ । ପରେ ପବିତ୍ର ପ୍ରେମ ଓ ସଂସାର ଜୀବନରେ ଯେ କେତେ ଆକର୍ଷଣ ଓ ଶାନ୍ତି ରହିଛି ତ।ହ। ବୁଝିପାରିଥିଲେ ।


Rate this content
Log in

Similar oriya story from Classics