Prabhanjana Tripathy


1  

Prabhanjana Tripathy


ଭାଲୁ

ଭାଲୁ

1 min 1.7K 1 min 1.7K

ବହୁତ ଖୋଜାଖୋଜି ପରେ ବରଟିଏ ମିଳିଲା ଖୁବ ଖୁସି । ମା' କହିଲେ ଝିଅ ଭାଲୁକୁ କିଆଁ ବାହା ହେବୁ, ତୋତେ କ'ଣ ବର ମିଳିବନି। ଝିଅ ମାନିଲାନି। ବାହା ସରିଲା । ପ୍ରତିଦିନ ଭାଲୁକୁ ଝିଅ ଖାଇବାକୁ ଦିଏ, ଗାଧୋଇ ଦିଏ।

ଦିନେ ଭାଲୁକୁ ଖାଇବାକୁ ଦେବାର ଡେରି ହେଲା। ଭାଲୁ ରାଗି ଗଲା । ସେ ଝିଅକୁ ଏମିତି ରାମ୍ପୁଡିଲା ଯେ ଝିଅ ଖଣ୍ଡିଆ ଖାବରା ହୋଇଗଲା, ତେଣୁ ଦେଖି ଚାହିଁକିରି ବାହା ହୁଅ ।


Rate this content
Originality
Flow
Language
Cover Design