Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଚାଷୀର ବୁଦ୍ଧି

ଚାଷୀର ବୁଦ୍ଧି

1 min
7.4K


ଦିନେ ଜଣେ ଚାଷୀ ଦେଖିଲା ଯେ ତା ଜମିରେ ଗୋଟିଏ ସିଂହ ବୁଲୁଛି । ତାପରେ ଚାଷୀ ସେ ସିଂହକୁ ବଡ କୌଶଳ କରି ନିଜ ଗୁହାଳ ଭିତରେ ପୁରାଇ ବାହାରୁ ତାଲା ପକାଇଦେଲା । ସିଂହ ସେ ଗୁହାଳରେ ଥିବା ସବୁ ମେଣ୍ଢାଙ୍କୁ ଗୋଟି ଗୋଟି କରି ଖାଇଲା । ସବୁ ମେଣ୍ଢାଙ୍କୁ ଖାଇ ସାରିବା ପରେ ସେ ସିଂହ ବଳଦକୁ ବି ଖାଇବାକୁ ବାହାରିଲା । ସେତେବେଳେ ହିଁ ଚାଷୀ ତାର ଭୁଲ୍ ବୁଝିପାରିଲା ଏବଂ ଗୁହାଳ ଖୋଲି ସେ ସିଂହକୁ ବାହାର କରିଦେଲା ।

ଏହା ଦେଖି ସେ ଚାଷୀର ସ୍ତ୍ରୀ କହିଲା “ସିଂହକୁ ତୁମେ ଘଉଡାଇ ନ ଦେଇ ଗୁହାଳରେ କାହିଁକି ବନ୍ଦ କରୁଥିଲ? ଦେଖିଲତ ସେ ସିଂହ କିପରି ସବୁ ମେଣ୍ଢାଙ୍କୁ ଖାଇଦେଲା ।”

ବହୁତ ସମୟରେ ଚୋରକୁ ଧରି ରଖିବା ଅପେକ୍ଷା ବରଂ ଘଉଡାଇ ଦେବା ଭଲ ।


Rate this content
Log in

Similar oriya story from Children