Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅଙ୍ଗୁର ଖଟା

ଅଙ୍ଗୁର ଖଟା

1 min
7.7K


ଶିଆଳକୁ ସକାଳୁ ଭାରି ଭୋକ ଲାଗିଲା । ସେ ଯାଉ ଯାଉ ରାସ୍ତାରେ ଗୋଟିଏ ବଗିଚାରେ ଅଙ୍ଗୁର ଫଳିଥିବାର ଦେଖିଲା । ସେତେବେଳେ ଅଙ୍ଗୁର ପେନ୍ଥାସବୁ ତ ଗଛରେ ହିଁ ଥିଲା । ତେଣୁ ସେ ଶିଆଳ ଡେଇଁ କରି ଅଙ୍ଗୁର ଖାଇବାକୁ ଚେଷ୍ଟାକଲା । କିନ୍ତୁ ଯେତେ ଚେଷ୍ଟା କଲେବି ସେ ଅଙ୍ଗୁରକୁ ମୋଟେ ଛୁଇଁ ପାରିଲା ନାହିଁ ଶିଆଳ । ସେହି ସମୟରେ ଗୋଟିଏ ଠେକୁଆ ଏସବୁ ଦେଖୁଥିଲା । ସେ ପଚାରିଲା, “ଶିଆଳ ଭାଇ, କ’ଣ ଅଙ୍ଗୁର ଖାଇଲ?” ଏକଥା ଶୁଣି ସେ ଶିଆଳ କହିଲା, “ନାଇଁରେ ଭାଇ, ଏ ଅଙ୍ଗୁରଗୁଡିକ ଖଟା, ସେଥିପାଇଁ ମୁଁ ଖାଇଲି ନାହିଁ ।” କିନ୍ତୁ ଠେକୁଆଟି ସବୁ କଥା ଜାଣି ଖାଲି ହସି ଦେଇ ସେଠାରୁ ଚାଲିଗଲା ।

ଏମିତି କେତେଜଣ ଲୋକ ଅଛନ୍ତି, ଯେତେବେଳେ କୌଣସି କାମ କରିପାରନ୍ତି ନାହିଁ, ଓଲଟି କୁହନ୍ତି ଯେ ସେ କାମ କରି କିଛି ବି ଲାଭ ନାହିଁ ।


Rate this content
Log in

Similar oriya story from Children