Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Abstract Inspirational Others

3  

Amiya Bej

Abstract Inspirational Others

ପୂଜା - ସତର ୧୭

ପୂଜା - ସତର ୧୭

1 min
7.3K


ସତ :

{୧}

ସବୁଥର ପରି ସାହିପୂଜା ଚାନ୍ଦା ପାଁଶ ବଢାଇଲାରୁ , ମୁଖିଆ କହିଲେ -

- ଆଉ ଶହେ ଏଥର । ଜି.ଏସ୍.ଟି ଚାର୍ଜ ।

- ଚାନ୍ଦାରେ ବି ?

- ସରକାରୀ ନିୟମ । ନମାନି ଚଳିହେବ ?

{୨}

- ଆଜ୍ଞା ! ଏଥର ପୂଜାଟା କଣ ଏତେ ମାନ୍ଦାମାନ୍ଦା ? ଗଲାଥର ପରି ନା' ମେଢ , ନା' ରୋଷଣୀ ?

ପଚାରିଲି ମୁଖିଆ ଙ୍କୁ ।

- ସେକଥା ଛାଡନ୍ତୁ । ପିଆପିଇରେ ବି ଜି.ଏସ୍.ଟି !!

- ଓଃ! ସେ ସରକାରୀ ନିୟମ କି'? 

- ହଁଅଁଅଁ ପା । ଶଃ! ଏ ଦେଶରେ ଫ୍ରିଡମ୍ ବୋଲି କିଛି ନାଇଁ !!!!

@ ଅମିୟ


Rate this content
Log in

Similar oriya story from Abstract