Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଦୁଇଜଣଙ୍କ କଳିରେ ତୃତୀୟର ଲାଭ

ଦୁଇଜଣଙ୍କ କଳିରେ ତୃତୀୟର ଲାଭ

1 min
1.6K


ଥରେ ସିଂହ ଓ ଭାଲୁ ଜଙ୍ଗଲରେ ଖଣ୍ଡେ ମାଂସ ପଡିଥିବାର ଦେଖିଲେ । ସେହି ମାଂସକୁ ଖାଇବାକୁ ଦୁଇଜଣଙ୍କ ଭିତରେ ଝଗଡା ହେଲା ।

ଏପରିକି ସେ ଝଗଡା ଲଢେଇ ଯାଏଁ ବି ଗଲା । ଲଢେଇ କରି କରି ସେମାନେ ଦୁହେଁ ହାଲିଆ ହୋଇ ଶେଷରେ ତଳେ ପଡିଗଲେ ।

ଏ ଅବସ୍ଥା ଦେଖି ବାଟରେ ଯାଉଥିବା ବିଲୁଆ ସେ ମାଂସ ଖଣ୍ଡକ ଉଠାଇ ନେଇ ପଳାଇଗଲା ।

ସେତେବେଳେ ଏ ଦୁଇଜଣଙ୍କର ସେ ବିଲୁଆକୁ ଗୋଡେଇବାକୁ ଆଉ ବଳ ନଥିଲା ।

ଦୁଇଜଣଙ୍କ କଳିରେ ତୃତୀୟର ଲାଭ ।


Rate this content
Log in

Similar oriya story from Children