Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୁଇଜଣଙ୍କ କଳିରେ ତୃତୀୟର ଲାଭ
ଦୁଇଜଣଙ୍କ କଳିରେ ତୃତୀୟର ଲାଭ
★★★★★

© ଓଡିଆ ଶିଶୁ ଗପ

Children

1 Minutes   1.6K    21


Content Ranking

ଥରେ ସିଂହ ଓ ଭାଲୁ ଜଙ୍ଗଲରେ ଖଣ୍ଡେ ମାଂସ ପଡିଥିବାର ଦେଖିଲେ । ସେହି ମାଂସକୁ ଖାଇବାକୁ ଦୁଇଜଣଙ୍କ ଭିତରେ ଝଗଡା ହେଲା ।

ଏପରିକି ସେ ଝଗଡା ଲଢେଇ ଯାଏଁ ବି ଗଲା । ଲଢେଇ କରି କରି ସେମାନେ ଦୁହେଁ ହାଲିଆ ହୋଇ ଶେଷରେ ତଳେ ପଡିଗଲେ ।

ଏ ଅବସ୍ଥା ଦେଖି ବାଟରେ ଯାଉଥିବା ବିଲୁଆ ସେ ମାଂସ ଖଣ୍ଡକ ଉଠାଇ ନେଇ ପଳାଇଗଲା ।

ସେତେବେଳେ ଏ ଦୁଇଜଣଙ୍କର ସେ ବିଲୁଆକୁ ଗୋଡେଇବାକୁ ଆଉ ବଳ ନଥିଲା ।

ଦୁଇଜଣଙ୍କ କଳିରେ ତୃତୀୟର ଲାଭ ।

ଭାଲୁ ସିଂହ ମାଂସ

Rate the content


Originality
Flow
Language
Cover design

Comments

Post

Some text some message..