Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କୁ ଳା ଙ୍ଗା ର -୧
କୁ ଳା ଙ୍ଗା ର -୧
★★★★★

© K. Nirmal

Others

1 Minutes   426    14


Content Ranking

ପୁଅ:-ମା'..ମା' କବାଟ ଖୋଲ ।

ମା':-ହଁ ଆସୁଛି ଆସୁଛି ରେ ପୁଅ

ପୁଅ:- ଜଲଦି କବାଟ ଖୋଲ ମା'

( ମା' ଆସି କବାଟ ଖୋଲିିଲା )

ପୁଅ:- ମା' ମୋ ସାଙ୍ଗରେ ମୋ ସାଙ୍ଗ ଆସିଛି ।

ମା':-ହଉ ତମେ ଦୁଇଜଣ ହାତ ଧୋଇଆସ ।

ପୁଅ:- ମା'..ଖାଇବା ଅଣ୍ଟିଯିବ ତ..?

ମା':- ମା'..ପାଖରେ ଖାଦ୍ୟର କେବେ ଅଭାବ ହୁଏ କିରେ ମା'ପରା ଖାଦ୍ୟର ଭଣ୍ତାର..।

ପୁଅ:-ମା'ଆଜି ସକାଳୁ ପରା କହୁଥିଲ ଚାଉଳ କମ ଅଛି ।

ମା':-ମୁଁ ଆଣିଛିରେ ଧନ ହେଇଯିବ ।

ପୁଅ:- ମା'ଆଜି ବହୁତ ଭଲ ରାନ୍ଧିଛୁ ।

ମା':-ଜଲଦି ଖାଇସାରି..ଯା ଶୋଇ ପଡ଼ିବ ।

( ପୁଅ ଆଉ ତା ସାଙ୍ଗ ଦୁହେଁ ମିଶି ଶୋଇବାକୁ ଚାଲି ଗଲେ )

ମୋ ପୁଅ କେମିତି ଜାଣିବ ଏ ମା'ର ଦୁଃଖ । ପର ଘରେ ଖଟିଲେ ଭାତ ମୁଠେ ଖାଏ । ଯଦି ନ ଖଟେ ସେହିଦିନ ମୁଁ ପାଣି ଗ୍ଲାସେ ପିଇ ଶୋଇପଡ଼େ । ଆଜି ମୋତେ ବହୁତ ଜ୍ଜର । ସକାଳୁ ବଟିକାଟିଏ ବି ଖାଇନି । କେମିତି ଖଟିବାକୁ ଯାଇଥାନ୍ତି ।ଭାତ ଯାହା ଥିଲା ସେତକତ ପୁଅ ଆଉ ତା ସାଂଗଙ୍କୁ

ପରା ନିଅଣ୍ଟ ..।॥।॥

(କ୍ରମଶଃ)

ନିର୍ମଳ

ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)

ପୁଅ .ମା ସାଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..