Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

1  

K. Nirmal

Others

କୁ ଳା ଙ୍ଗା ର -୧

କୁ ଳା ଙ୍ଗା ର -୧

1 min
520


ପୁଅ:-ମା'..ମା' କବାଟ ଖୋଲ ।

ମା':-ହଁ ଆସୁଛି ଆସୁଛି ରେ ପୁଅ

ପୁଅ:- ଜଲଦି କବାଟ ଖୋଲ ମା'

( ମା' ଆସି କବାଟ ଖୋଲିିଲା )

ପୁଅ:- ମା' ମୋ ସାଙ୍ଗରେ ମୋ ସାଙ୍ଗ ଆସିଛି ।

ମା':-ହଉ ତମେ ଦୁଇଜଣ ହାତ ଧୋଇଆସ ।

ପୁଅ:- ମା'..ଖାଇବା ଅଣ୍ଟିଯିବ ତ..?

ମା':- ମା'..ପାଖରେ ଖାଦ୍ୟର କେବେ ଅଭାବ ହୁଏ କିରେ ମା'ପରା ଖାଦ୍ୟର ଭଣ୍ତାର..।

ପୁଅ:-ମା'ଆଜି ସକାଳୁ ପରା କହୁଥିଲ ଚାଉଳ କମ ଅଛି ।

ମା':-ମୁଁ ଆଣିଛିରେ ଧନ ହେଇଯିବ ।

ପୁଅ:- ମା'ଆଜି ବହୁତ ଭଲ ରାନ୍ଧିଛୁ ।

ମା':-ଜଲଦି ଖାଇସାରି..ଯା ଶୋଇ ପଡ଼ିବ ।

( ପୁଅ ଆଉ ତା ସାଙ୍ଗ ଦୁହେଁ ମିଶି ଶୋଇବାକୁ ଚାଲି ଗଲେ )

ମୋ ପୁଅ କେମିତି ଜାଣିବ ଏ ମା'ର ଦୁଃଖ । ପର ଘରେ ଖଟିଲେ ଭାତ ମୁଠେ ଖାଏ । ଯଦି ନ ଖଟେ ସେହିଦିନ ମୁଁ ପାଣି ଗ୍ଲାସେ ପିଇ ଶୋଇପଡ଼େ । ଆଜି ମୋତେ ବହୁତ ଜ୍ଜର । ସକାଳୁ ବଟିକାଟିଏ ବି ଖାଇନି । କେମିତି ଖଟିବାକୁ ଯାଇଥାନ୍ତି ।ଭାତ ଯାହା ଥିଲା ସେତକତ ପୁଅ ଆଉ ତା ସାଂଗଙ୍କୁ

ପରା ନିଅଣ୍ଟ ..।॥।॥

(କ୍ରମଶଃ)

ନିର୍ମଳ

ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)


Rate this content
Log in