Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Inspirational

2  

Pramila Sahoo

Inspirational

ଏଇ ତ ଜୀବନ-ଦୁଇ ଟୋପା ଲୁହ

ଏଇ ତ ଜୀବନ-ଦୁଇ ଟୋପା ଲୁହ

7 mins
7.2K


ମୋ ଜୀବନରେ ଏମିତି କେତେ ସତ୍ୟ ଘଟଣାଦେଖିଛି କିନ୍ତୁ ସେଦିନ ଆଖିରେ ମୋର ଲୁହ ଆସି ଯାଇଥିଲା । ମୁଁ ଦିନେ ରାସ୍ତାରେ ଯିବା ସମୟରେ ଗୋଟିଏ ବୃଦ୍ଧ ବୁଢା ଲୋକଟିଏ ଦେଖିଲି । ଚାଲିବାକୁ ବଳ ନାହିଁ ତାଙ୍କର । ରାସ୍ତା କଡରେ ପାଣି ପିଇବାପାଇଁ ସମସ୍ତଙ୍କୁ ମାଗୁଛି ହେଲେ ଯେମିତି କାହାକୁ ଶୁଭାଯାଉ ନାହିଁ । ତାଙ୍କରି କଥା ଆଉ ବୁଢ଼ା ଉପରେ କେତେ ଲୋକ ଚଢ଼ି ଚାଲି ଯାଉଥାନ୍ତି । ମୁଁ ଭାବିଲି ଆର ଏକଣ ପୁଅ ଝିଅ ନାହାନ୍ତି ନା କଣ । ଏମିତି ଅବସ୍ଥାରେ ଦେଖି ମୋ ଆଖିରେ ଲୁହ ଭରି ଗଲା । ଭାବିଲି ସତରେ ଏଦୁନିଆ ବି ବଡ଼ ବିଚିତ୍ର ଯିଏ ଜନ୍ମଦାତା ତାକୁ ରଖିବା ପାଇଁ ପାଖରେ ଟଙ୍କା ନାହିଁ ଆଉ ବିଲାତି କୁକୁର ରଖିବା ପାଇଁ ଟଙ୍କା ଅଛି । ଧନ୍ୟବାଦ ସେପୁଅ ଆଉ ଝିଅ ବାପା ମା ପାଇଁ ଟିକିଏ ସମୟ ନାହିଁ ତାଙ୍କର ସେବା ପାଇଁ । ଛାଡ଼ ମୁଁ ଗଲି ସେ ବୁଢ଼ା ପାଖକୁ ହାତଧରି ଉଠେଇ ଦେଇ ବସେଇଲି । ଆଉ ପାଣି ପିଇବାକୁ ଦେଲି । ମୋ ପାଖରେ ଥାଏ biscuits । ତାକୁ ଖାଇବାକୁ ଦେଲି । କିଛି ସମୟ ମଧ୍ୟରେ ଅନ୍ୟ ଲୋକମାନେ ଆସି ଗଲେ ସାହାଯ୍ୟ କରିବା ପାଇଁ । ତାହା ପରେ ସେ ବୁଢ଼ା ଲୋକଟିକୁ ଡ଼ାକ୍ତରଖାନାରେ ଚିକିତ୍ସିତ ପାଇଁ ଛାଡ଼ିଦେଲୁ । ସେଥିପାଇଁ ଜନ୍ମ ଦେଇଥିବା ବାପା ମାଙ୍କୁ ଆମେ ଯେପରି ରଖିବା ଆମେ ଯେତେବେଳେ ବୃଦ୍ଧା ଅବସ୍ଥା ଆସିବ ଆମ ପିଲା ମାନେ ଆମକୁ ମଧ୍ୟ ସେହିପରି ରଖିବେ ।


Rate this content
Log in

Similar oriya story from Inspirational