Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh kumar Sahoo

Others

1.0  

Santosh kumar Sahoo

Others

ଅଳ୍ପ ଗଳ୍ପ

ଅଳ୍ପ ଗଳ୍ପ

1 min
1.6K


   

ରେଡ଼ିଓ ଥିବା ସମୟରେ ଆମେ ଅତ୍ୟନ୍ତ ସଂସ୍କାରୀ ଥିଲୁ, ଦୁଆର ମୁହଁରେ "ନମସ୍କାର" ଲେଖୁଥିଲୁ, କଳା ଧଳା ଟିଭି ସମୟ ରେ ଅଧିକ ଟିକେ ସଂସ୍କାରୀ ହେଲୁ, ଲେଖିଲୁ "ସ୍ବାଗତମ୍ ", କଲର ଟିଭି ସମୟରେ ଅଧିକ ସଂସ୍କାରୀ ହୋଇ ଲେଖିଲୁ "WELCOME", LCD ସମୟରେ ଟିକେ ସଂସ୍କାରୀ ହୋଇ ଲେଖିଲୁ "ଦୟାକରି ଫାଟକ ବନ୍ଦ କରନ୍ତୁ " ଆଉ ଏବେ LED ସମୟରେ ଅଳ୍ପ ସଂସ୍କାରୀ ହୋଇ ଲେଖୁଛୁ "କୁକୁର ପ୍ରତି ସାବଧାନ " I

ସମୟ ବଦଳିବା ସହ ଆମେ ମଧ୍ୟ ଅନେକ ବଦଳି ଯାଇଛୁ .....


Rate this content
Log in