Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଳ୍ପ ଗଳ୍ପ
ଅଳ୍ପ ଗଳ୍ପ
★★★★★

© Santosh kumar Sahoo

Others

1 Minutes   1.5K    15


Content Ranking

   

ରେଡ଼ିଓ ଥିବା ସମୟରେ ଆମେ ଅତ୍ୟନ୍ତ ସଂସ୍କାରୀ ଥିଲୁ, ଦୁଆର ମୁହଁରେ "ନମସ୍କାର" ଲେଖୁଥିଲୁ, କଳା ଧଳା ଟିଭି ସମୟ ରେ ଅଧିକ ଟିକେ ସଂସ୍କାରୀ ହେଲୁ, ଲେଖିଲୁ "ସ୍ବାଗତମ୍ ", କଲର ଟିଭି ସମୟରେ ଅଧିକ ସଂସ୍କାରୀ ହୋଇ ଲେଖିଲୁ "WELCOME", LCD ସମୟରେ ଟିକେ ସଂସ୍କାରୀ ହୋଇ ଲେଖିଲୁ "ଦୟାକରି ଫାଟକ ବନ୍ଦ କରନ୍ତୁ " ଆଉ ଏବେ LED ସମୟରେ ଅଳ୍ପ ସଂସ୍କାରୀ ହୋଇ ଲେଖୁଛୁ "କୁକୁର ପ୍ରତି ସାବଧାନ " I

ସମୟ ବଦଳିବା ସହ ଆମେ ମଧ୍ୟ ଅନେକ ବଦଳି ଯାଇଛୁ .....

ସଂସ୍କାରୀ ନମସ୍କାର WELCOME

Rate the content


Originality
Flow
Language
Cover design

Comments

Post

Some text some message..