Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagannath Sahoo

Others

2  

Jagannath Sahoo

Others

ପୁଣି ଡାକମୁନସୀ

ପୁଣି ଡାକମୁନସୀ

1 min
548


ମନେପଡେ ଆଜି ସେଇ କାଳଜୟୀ ଲେଖା ଫକୀରମୋହନ ସେନାପତି ଙ୍କର 'ଡାକମୁନସୀ '।ହରି ସିଂ ର ଦୁଃଖ ଆଉ ଗୋପାଳ ର ବ୍ୟବହାର ।ଉଣା ଅଧିକେ ସମସ୍ତେ ସେ କାହାଣୀକୁ ପଢିଥିବା ଵା ଶୁଣିଥିବା ।ଉନବିଂଶ ଶତାବ୍ଦୀ ର ଲେଖା କିନ୍ତୁ ଆମେ ଏକଂବିନ୍ସ ରେ ପାଦଦେଇ ମଧ୍ୟ ବଦଳିନାହିଁ ଗୋପାଳ ପରି ସ୍ଵଭାଵ ।

ହରି ସିଂ ପରି ଅନେକ ବାପା ଆଜି ବିପଦରେ ।ବଦଳି ନାହିଁ ଆମର ରୁଗଣ ମାନସିକତା ।ସାହିତ୍ୟ ର ସେଇ କାଳଜୟୀ ଲେଖା ପଢିଲେ ଆଜିବି ରୁମ ଟାଙ୍କୁରୀ ଉଠେ, ଇଛା ହୁଏ ଗୋପାଳ ର ଗାଲରେ ଉତ୍ତମ ମଧ୍ୟମ ଦେବାପାଇଁ, କିନ୍ତୁ ନାଚାର ।

ହଜି ଯାଇଛି ଆମର ପାରମ୍ପରିକ ମୂଲ୍ୟବୋଧ, ଉଚିତ ଶିକ୍ଷା ଆଉ ଉଚ୍ଚ ଚିନ୍ତାଧାରା ।ସେଇଠି ବଞ୍ଚିଛୁ ଆମେ ଆପଣା ସ୍ୱାର୍ଥରେ !ଭାବୁନାହୁଁ ଆମର ଘର, ଆମର ବାପାମାଆ, ଆମର ଗାଁ ।

ବୋଧହୁଏ ଫକୀରମୋହନ ଆଜ୍ଞା ଆଉ କାହାଣୀ ଆଗକୁ ଲେଖିବା କଥା, ହରି ସିଂ ର ପୁଅ ଗୋପାଳ ବଡ ହୋଇଥାନ୍ତା ଏବଂ ତାର ପୁଅ ତାକୁ ସେଇ ଭଳି ବ୍ୟବହାର କରିଥାନ୍ତା ।

ସେଇମିତି ହୋଇଥିଲେ ହୁଏତ ଆମେ କିଛି ସୁଧୁରିବାର ପ୍ରୟାସ କରିଥାନ୍ତେ ।

ଯାହା ବି ହେଉ ଡାକମୁନସୀରୁ ଆମେ ଶିଖିନାହେଁ କିଛି ବୋଲି ବାରମ୍ବାର ପ୍ରମାଣିତ ହେଉଛି କି ଅନ୍ୟ କଣ ରହୁଛି ପାଠକେ କହିବେ ।।

ଜଗନ


Rate this content
Log in