Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

2  

Rasmi Rekha Tripathy

Inspirational Abstract

ପ୍ରଗତି

ପ୍ରଗତି

1 min
7.5K



“ତୁ ଏମିତି ଚାକରାଣୀଙ୍କ ଭଳି କାହିଁକି ଖଟୁଛୁ କହିଲୁ? କେହି ଟିକେ ପ୍ରଶଂସା କରନ୍ତେ ଭଲା?”

ଆଲୋ ମାଆ ! ଚାକରାଣୀ ପରି ଖଟିଲେ ରାଜରାଣୀ କରି ରଖିବେ l ରାଣୀ ହେବି ବୋଲି କହିଲେ, ମୋଡିମାଡି ଫୋପାଡି ଦେବେ l

ଚମକି ପଡିଲି ମୁଁ l ସେହି ଏକା ପ୍ରଶ୍ନ l ସେହି ଏକା ଉତ୍ତର l କେବଳ ସ୍ଥାନ, କାଳ ଓ ପାତ୍ରରେ ଯାହା ପରିବର୍ତ୍ତନ l

ଏହି ପ୍ରଶ୍ନ ମୁଁ ପଚାଶ ବର୍ଷ ତଳେ ମୁଁ ପଚାରିଥିଲି ମୋ ବୋଉକୁ l ଆଉ ଆଜି ମୋ ନାତୁଣୀ ପଚାରୁଛି ମୋ ଝିଅକୁ l ମୋ ବୋଉ ପଚାଶ ବର୍ଷ ତଳେ ଯେଉଁ ଉତ୍ତର ଦେଇଥିଲା, ସେହି ଏକା ଉତ୍ତର ଦେଉଛି ଆଜି ମୋ ଝିଅ l ଅଥଚ ମୋ ବୋଉ ‘ଅ’ ଅକ୍ଷର ବିବର୍ଜିତ ଥିଲା ଓ ମୋ ଝିଅ ଗୋଟିଏ କଲେଜରେ ଲେକ୍ଚରର୍ l

ତେବେ ଆଜି ମୋ ମନରେ ପ୍ରଶ୍ନ, ସତରେ କଣ ନାରୀର ପ୍ରଗତି ହୋଇଛି ?


Rate this content
Log in

Similar oriya story from Inspirational