Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ବିଭୂତି

ବିଭୂତି

1 min
7.0K



       : ଛୁଆର ବ୍ରେନ୍ ଆଉ ହାର୍ଟ୍ ଫଙ୍କସନ୍ କରୁ ପ୍ରଥମେ l ତା ପରେ ଆପଣ ତା ଖାଇବା କଥା ଚିନ୍ତା କରିବେl

       ଡକ୍ଟରଙ୍କର ଏତିକି କଥା ମୋତେ ସ୍ଥାଣୁ କରିଦେବା ପାଇଁ ଯଥେଷ୍ଟ ଥିଲା l ଝିଅ ଜାଣି ନ ଥିଲା କିଛି l ବାହାରେ ମୁଁ ପଥର ଭଳି ଠିଆ ହୋଇଥିଲି l ଏହି ସମୟରେ ପାଖ ଡର୍ମିଟୋରୀରେ ଥିବା ସ୍ତ୍ରୀ ଲୋକଟିଏ ଆସି ମୋ ହାତରେ ବିଭୂତି ପୁଡିଆଟେ ଦେଲା l ମୁଁ ଏ ସବୁ ବାବା, ବିଭୂତିରେ ଜମ୍ମା ବିଶ୍ୱାସ କରେନି l ତଥାପି କାହିଁକି କେଜାଣି ସେ ଦିନ ବିଶ୍ୱାସ କରିବାକୁ ଇଛା ହେଲା l କାର୍ଯ୍ୟରତ ଥିବା ନର୍ସଙ୍କୁ ଅନୁରୋଧ କଲି କାଲି ରାତିରେ ଜନ୍ମିଥିବା ମୋର ନାତୁଣୀ ଯିଏ କି ଆଇ.ସି.ୟୁ. ଭିତରେ ଜୀବନ ଓ ମୃତ୍ୟୁ ସହ ଲଢେଇ କରୁଛି, ତାର ଜିଭରେ ଟିକେ ବିଭୂତି ଦେଇ ଦେବା ପାଇଁ l ଆଉ ଏହାର କିଛି ଘଣ୍ଟା ପରେ ମୋତେ ଆଚମ୍ବିତ କରି ନର୍ସ୍ ଜଣେ ମୋ ଝିଅ ନାଆଁ ଧରି ଡାକୁଥିଲେ ଛୁଆକୁ ଖୁଏଇବା ପାଇଁ l 


Rate this content
Log in

Similar oriya story from Inspirational