Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Karjee

Others

5.0  

Trilochan Karjee

Others

ଭିନ୍ନ ଏକ କମ୍ପାନୀ

ଭିନ୍ନ ଏକ କମ୍ପାନୀ

1 min
504


ଅନେକ ଦିନ ପରେ ଜଣେ ସାଙ୍ଗ ସହ ଭେଟ ହେଲା। ସାଙ୍ଗ ମୋତେ ଦେଖି ବହୁତ ଖୁସି ହୋଇଗଲା। ସାଙ୍ଗେ ସାଙ୍ଗେ ପାଖ ଦୋକାନରୁ ଯାଇ ଥଣ୍ଡା ପାନୀୟ ବଢେଇ ପିଇବାକୁ ଦେଲା।

ମୁଁ କହିଲି ସବୁ ଭଲ ତ ଆଉ ଏବେ କଣ କରୁଛି।


ସେ କହିଲା ମୁଁ ଏକ ବଡ କମ୍ପାନୀ ରେ କାମ କରୁଛି। ତା କମ୍ପାନୀ ବିଷୟରେ ଜାଣିବାକୁ ଇଛୁକ ଥିବାରୁ ସେ ମୋତେ କିଛି କହିବାକୁ ଚାହୁଁନଥିଲା । ସିଗାରେଟ ଟାଣିବା ପାଇଁ କହି ଦିଆସିଲ ତା ପକେଟରୁ କାଢେ ତ ଆଶ୍ଚର୍ଯ୍ୟ କଣ ଗୋଟେ ବାହାରିଲା। ଦିଆସିଲି ବଦଳରେ ଏକ ଲମ୍ବା ଛୁରୀ ବାହାରିଲା। ସେଥିରେ ରକ୍ତ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଁ ପଚାରିଲି ଏ କଣ ରଖୁଛୁ। ସେତେବେଳେ ସେ କିଛି କହିବାକୁ ଛାହୁଁନଥିଲା।


ମୁଁ, ତାର ସେହି କମ୍ପାନୀ ବିଷୟରେ ଆଉ ଜାଣିବାକୁ ଇଛା ହେଉନଥିଲା।



Rate this content
Log in