Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

1.0  

ଓଡିଆ ଶିଶୁ ଗପ

Children

ସାଙ୍ଗସାଙ୍ଗକୁ ସବୁବେଳେ ରକ୍ଷା କରେ

ସାଙ୍ଗସାଙ୍ଗକୁ ସବୁବେଳେ ରକ୍ଷା କରେ

1 min
7.7K


ଗୋଟିଏ ଗାଁ’ରେ ଦୁଇଜଣ ସାଙ୍ଗ ଥିଲେ, ରଘୁ ଓ ରାମ । ସେମାନେ ସବୁବେଳେ ସାଙ୍ଗ ସାଥି ହୋଇ ରହୁଥିଲେ ।

ଦିନେ ସେ ଦୁଇଜଣ ଅନ୍ୟ ଗାଁ’କୁ ମେଳା ଦେଖିବାକୁ ଗଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେଠି ଗୋଟିଏ ଭାଲୁ ବାହାରି ସେମାନଙ୍କୁ ଗୋଡାଇଲା । ରଘୁ ଗଛ ଉପରକୁ ଚଢିଗଲା । କିନ୍ତୁ ସେ ରାମକୁ ତ ଗଛ ଚଢା ଆଦୌ ଜଣାନଥିଲା । ତେଣୁ ସେ ରାମ ଗଛ ତଳେ ଚୁପ୍ ହୋଇ ପଡି ରହିଲା । ଭାଲୁ ଆସି ରାମକୁ ଶୁଙ୍ଗା ଶୁଙ୍ଗି କରି ସେ ମରିଯାଇଛି ବୋଲି ଭାବି ତାକୁ ଛାଡି ସେଠାରୁ ଚାଲିଗଲା ।

ଭାଲୁ ସେଠାରୁ ଗଲାପରେ ରଘୁ ଗଛରୁ ଓହ୍ଲାଇ ରାମକୁ ପଚାରିଲା “ଭାଲୁ ତୋତେ କ’ଣ କହୁଥିଲା କି?” ତହୁଁ ସେ ରାମ ରଘୁକୁ କହିଲା ଯେ ଭାଲୁ କହିଲା ସାଙ୍ଗ କେବେ ବି ସାଙ୍ଗକୁ ବିପଦ ସମୟରେ ଛାଡି ଯାଏ ନାହିଁ । ତା’ପରେ ରଘୁ ନିଜର ଭୁଲ୍ ବୁଝିପାରି ଲାଜରେ ମୁହଁ ତଳକୁ କରି ରହିଲା ।

ବିପଦରେ ସାଙ୍ଗ ସାଙ୍ଗକୁ କେବେବି ଛାଡି ଯାଏ ନାହିଁ ।


Rate this content
Log in

Similar oriya story from Children