Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

କହିବା ଓ କରିବା

କହିବା ଓ କରିବା

1 min
7.3K



       ଏଡସ୍ ଗୋଟିଏ ଡିଆଁ ରୋଗ ନୁହେଁ l ରୋଗୀକୁ ଛୁଇଁଲେ, ରୋଗୀ ସହ ଏକାଠି ଚଳପ୍ରଚଳ କଲେ କିମ୍ବା ଏକାଠି ଖାଇଲେ ଏହି ରୋଗ ଡିଏଁ ନାହିଁ l ରୋଗୀର ବି ବଞ୍ଚିବାର ଅଧିକାର ଅଛି l ଏଣୁ ମାନବିକତା ଦୃଷ୍ଟି କୋଣରୁ ରୋଗୀକୁ ମାନସିକ ଭାବରେ ସହାୟତା କରିବା ଏକାନ୍ତ ଆବଶ୍ୟକ l

       ଟିଭିରେ କହୁଥିଲେ ଜିତୁର ବାବା ଡାକ୍ତର ବିଶ୍ୱରଞ୍ଜନ l

       କିନ୍ତୁ, ଜିତୁ ନିଜେ ଜାଣିଛି ତାର ସାଙ୍ଗ ନିର୍ମଳର ବାବା ଏଡସ୍ ରୋଗାକ୍ରାନ୍ତ ବୋଲି ତା ବାବା ତାକୁ ନିର୍ମଳ ସହ ମିଳାମିଶା କରିବାକୁ ମନା କରି ଦେଇଛନ୍ତି l ଏପରିକି ସ୍କୁଲରେ ସିଏ ନିର୍ମଳ ସହ ମିଳାମିଶା କରିବାର ସମ୍ଭାବନା ଥିବାରୁ ତାର ସ୍କୁଲ୍ ମଧ୍ୟ ବଦଳେଇ ଦେଇଛନ୍ତି l ଏ ସବୁ କଥା ବାବା ମାମାକୁ କହୁଥିବା ବେଳେ ଶୁଣିଥିଲା ଜିତୁ l

       କହିବା ଓ କରିବା ଭିତରେ କେତେ ପାର୍ଥକ୍ୟ ସତରେ ? ଜିତୁ ଭାବୁଥିଲା l


Rate this content
Log in

Similar oriya story from Inspirational